Nojoto: Largest Storytelling Platform

ସୂର୍ଯ୍ୟ ସକାଳ ସେ ପ୍ରଥମ ପାରମ୍ପରିକ ରୀତି ସେ ମହକର ଅଧିକା

ସୂର୍ଯ୍ୟ
ସକାଳ ସେ ପ୍ରଥମ ପାରମ୍ପରିକ ରୀତି
ସେ ମହକର ଅଧିକାରୀ ସେ। 
ସକାଳର ପହିଲି କିରଣ
ଆନ୍ଦୋଳନ ଏକ ନିଆରା ଅନୁଭୂତି
ସମ୍ପର୍କ ର ଅଭିପ୍ରାୟ ସେ।
ସେ ମହକର ନିର୍ଜାସ
ପ୍ରକୃତି ର ଆଧାର ଓ ମହନୀୟ ସେ।
ଜୀବଜଗତର ତାରଣ ଓ ସଂହାରର ବାର୍ତା ସେ।
ସେ ଜଗତ ହିତାଧିକାରୀ ର ସମ୍ପର୍କ ସେ।
ଫୁଲ 🌸 ମହକର କର୍ତ୍ତବ୍ୟ ବୋଧ ସେ The sun
ସୂର୍ଯ୍ୟ
ସକାଳ ସେ ପ୍ରଥମ ପାରମ୍ପରିକ ରୀତି
ସେ ମହକର ଅଧିକାରୀ ସେ। 
ସକାଳର ପହିଲି କିରଣ
ଆନ୍ଦୋଳନ ଏକ ନିଆରା ଅନୁଭୂତି
ସମ୍ପର୍କ ର ଅଭିପ୍ରାୟ ସେ।
ସେ ମହକର ନିର୍ଜାସ
ପ୍ରକୃତି ର ଆଧାର ଓ ମହନୀୟ ସେ।
ଜୀବଜଗତର ତାରଣ ଓ ସଂହାରର ବାର୍ତା ସେ।
ସେ ଜଗତ ହିତାଧିକାରୀ ର ସମ୍ପର୍କ ସେ।
ଫୁଲ 🌸 ମହକର କର୍ତ୍ତବ୍ୟ ବୋଧ ସେ The sun
niranjan1243

NIRANJAN

Bronze Star
New Creator