Nojoto: Largest Storytelling Platform

ଯେତେ ସବୁ ଘଟଣାବଳୀର ମୂକସାକ୍ଷୀ ସେ ପୁରୁଣା ଦରଭଙ୍ଗା ପାନ

ଯେତେ ସବୁ ଘଟଣାବଳୀର ମୂକସାକ୍ଷୀ ସେ ପୁରୁଣା ଦରଭଙ୍ଗା ପାନ୍ଥଶାଳା ଟିଏ ।
ତା'ର ସେଇ ବୃଦ୍ଧ ହୃଦୟ ଭିତରେ ଆଦରି ନେଇଥାଏ ସେ କାହିଁ କେତେ ଅଜଣା ବଟୋଇଙ୍କୁ, ପୁଣି ନିମିଶକ ରେ ଦୁହେଁ ଦୁହିଁଙ୍କ ଘନିଷ୍ଠ ମଧ୍ୟ ହେଇ ଯାଆନ୍ତି ଆଉ ବାଣ୍ଟି ଦେଇଥାନ୍ତି ନିଜର ସୁଖଦୁଃଖ ।

 ଆଉ ବାଟୋଇଟି ଗଲାବେଳେ ତା କାନ୍ଥ ଦେହରେ ଅଙ୍ଗାର ରେ ଏମିତି କିଛି ଲେଖି ଦେଇ ଚାଲି ଯାଇଥାଏ, ଯାହାର ଅର୍ଥ କେବଳ ସେ ବାଟୋଇ କୁ ଜଣା, ନହେଲେ ସେ ପନ୍ଥାଶାଳା କୁ । 

 ସତ ରୁ କଳ୍ପନା ଯାଏଁ , ଯେତେ ସବୁ ଘଟଣାବଳୀର ମୂକସାକ୍ଷୀ ସେ ପୁରୁଣା ଦରଭଙ୍ଗା ପାନ୍ଥଶାଳା ଟିଏ ।

sonudixit3658

Sonu Dixit

New Creator