Nojoto: Largest Storytelling Platform

ଉଡିଯାଇଥିବା ଚଢେଇର ମୁଁ ଖଣ୍ଡେ ଖସିଥିବା ପର ଯିଏ ମୋତେ ଖୋଜ

ଉଡିଯାଇଥିବା ଚଢେଇର
ମୁଁ ଖଣ୍ଡେ ଖସିଥିବା ପର
ଯିଏ ମୋତେ ଖୋଜେ
ମୁଁ ସେଇ ଠିକଣାର ଘର #shayari#two liner poetry
ଉଡିଯାଇଥିବା ଚଢେଇର
ମୁଁ ଖଣ୍ଡେ ଖସିଥିବା ପର
ଯିଏ ମୋତେ ଖୋଜେ
ମୁଁ ସେଇ ଠିକଣାର ଘର #shayari#two liner poetry