ଭାବୁଛି! ସ୍ଥାବରଅସ୍ଥାବର ସବୁ ଦାନ କରିଦେଇ ଦେବାଳିଆ ପାଲଟି ଯିବି । ଆଉ ଥରେ ହୃଦୟ କୁ ଯାଯାବର କରି, ଦ୍ୱାରେ ଦ୍ୱାରେ ବୁଲିବି । ପୁଣିଥରେ , ପୁରୁଣା କଥାର ପୁନରାବୃତ୍ତି କରି ତୁମ ମନ ପଞ୍ଜୁରୀରେ ଆଜୀବନ ବନ୍ଦୀ ହୋଇ ଯିବି । #ଯାଯାବର #yqbaba #YQBhaina #YQOdia #MunOdia #yourquoteodia #odiakavita