Nojoto: Largest Storytelling Platform

ଫନି ରେ ଜନ୍ମ ହେଇଥିବା ଛୁଆଟେ ମୁଁ ପଢନ୍ତୁ କବିତା ଅନୁଶୀର

ଫନି ରେ ଜନ୍ମ ହେଇଥିବା ଛୁଆଟେ ମୁଁ

ପଢନ୍ତୁ କବିତା ଅନୁଶୀର୍ଷକ ରେ..... ମୁଁ ଆସିଥିବା ଦିନ ଦୁନିଆ ଅନ୍ଧକାର ଥିଲା
ହସ୍ପିଟାଲ୍ ର ପ୍ରତି ମଣିଷ ହାହା ହେଇ ଦୌଡୁଥିଲେ,
ମୋ ଅଜାଣତରେ ପବନ ମୋ ଆଖି ଫିଟିବା ଆଗରୁ 
ମୋ ଦେହର ପ୍ରତ୍ୟେକ ଅଙ୍ଗକୁ ଛୁଇଁଦେଇଥିଲା
ଆକାଶ ନିସ୍ତବ୍ଦ, ମାଟି ଅନାଥ 
ଆଉ ହସ୍ପିଟାଲ୍ ର କାନ୍ଥ ଗୁଡା ଭୟରେ ଥରୁଥିଲେ
।
ମୁଁ ସେଦିନ ଜନ୍ମ ହେଲି ,