ସମୟ ଖେଳ ଅଜବ କାହା ଭାଗ୍ୟରେ ପ୍ରେମ ଖୋଜି ଖୋଜି ମିଳୁ ନାହିଁ , ଆଉ କିଏ ଜୀବନ ଠୁ ଅଧିକା ଭଲ ପାଉ ଥିବା ମଣିଷକୁ ନିଜର କରିକି ରଖି ପାରୁନାହିଁ ।। କଣ' ମୁଁ ସତରେ ହରିଯିବି?? ଉତର ଆପଣ ଦେବେ🙏🙏🙏 #ସମୟ #ବନ୍ଧାଜୀବନ #ପ୍ରେମରେ_ହାରିଛି_ନା_ଜିତିଛି #yqbhaina #yqquotes #YourQuoteAndMine Collaborating with suryakant barik