ବାସ୍ତବତାର ରଙ୍ଗୀନ କାଗଜରେ ଛବି ଆଙ୍କୁଛି ମୁଁ ଆଜି ।। ହୃଦୟର ଭାବନାର ଛବିକୁ କ'ଣ ପୁଣି ଥରେ ଆଙ୍କିପାରିବି ମୁଁ ଆଜି ?? କେଉଁ ରଙ୍ଗ ଦେବି କାହା ପାଇଁ ସତେ ବୁଝି ପାରୁନି ମୁଁ ଆଜି ।। ରଙ୍ଗହୀନ ଜୀବନକୁ ପୁଣି ଥରେ ରଙ୍ଗରେ ଭରୁଛି ମୁଁ ଆଜି ।। #yqbhaina #ଭାବନାରେ_ପ୍ରେମ #ପୁଣିଥରେ #ହୃଦୟର