ପ୍ରେମ ପାରିଜାତ ଫୁଲ, ପ୍ରେମ ସେତ କୋଣାର୍କ , ସାଜିଥାଏ ନିଆଁ ଝୁଲ କେବେ ଏଇ ପ୍ରେମ ସମ୍ପର୍କ। ପ୍ରେମ ପୁଣି ଅନ୍ଧ ବୋଲି ହୁରି ପଡେ ସବୁ ଆଡେ, ତଥାପି ଚାଲି ତା ରାସ୍ତାରେ କିଏ ପୁଣି କଣ୍ଟା ମାଡେ। #collab challenge ମୋ ସହ କୋଲାବ୍ କରନ୍ତୁ #ପ୍ରେମପାରିଜାତ ଆନ୍ତରିକ ଶୁଭେଚ୍ଛା YQ Bhaina #ପ୍ରେମପାରିଜାତ #yqbhaina #munodia #yourquoteodia #YourQuoteAndMine