Nojoto: Largest Storytelling Platform

ପ୍ରେମ ପାରିଜାତ ଫୁଲ, ପ୍ରେମ ସେତ କୋଣାର୍କ , ସାଜିଥାଏ ନିଆ

ପ୍ରେମ ପାରିଜାତ ଫୁଲ, ପ୍ରେମ ସେତ କୋଣାର୍କ ,
ସାଜିଥାଏ ନିଆଁ ଝୁଲ କେବେ ଏଇ ପ୍ରେମ ସମ୍ପର୍କ।
ପ୍ରେମ ପୁଣି ଅନ୍ଧ ବୋଲି ହୁରି ପଡେ ସବୁ ଆଡେ,
ତଥାପି ଚାଲି ତା ରାସ୍ତାରେ କିଏ ପୁଣି କଣ୍ଟା ମାଡେ।

 #collab challenge

ମୋ ସହ କୋଲାବ୍ କରନ୍ତୁ #ପ୍ରେମପାରିଜାତ

ଆନ୍ତରିକ ଶୁଭେଚ୍ଛା
YQ Bhaina
#ପ୍ରେମପାରିଜାତ
#yqbhaina #munodia #yourquoteodia   #YourQuoteAndMine
ପ୍ରେମ ପାରିଜାତ ଫୁଲ, ପ୍ରେମ ସେତ କୋଣାର୍କ ,
ସାଜିଥାଏ ନିଆଁ ଝୁଲ କେବେ ଏଇ ପ୍ରେମ ସମ୍ପର୍କ।
ପ୍ରେମ ପୁଣି ଅନ୍ଧ ବୋଲି ହୁରି ପଡେ ସବୁ ଆଡେ,
ତଥାପି ଚାଲି ତା ରାସ୍ତାରେ କିଏ ପୁଣି କଣ୍ଟା ମାଡେ।

 #collab challenge

ମୋ ସହ କୋଲାବ୍ କରନ୍ତୁ #ପ୍ରେମପାରିଜାତ

ଆନ୍ତରିକ ଶୁଭେଚ୍ଛା
YQ Bhaina
#ପ୍ରେମପାରିଜାତ
#yqbhaina #munodia #yourquoteodia   #YourQuoteAndMine