Nojoto: Largest Storytelling Platform

ଜୀବନର ଚଲାପଥରେ ଏକା ଏକା ଚାଲିଥିଲି ମୋ ଚଲା ବାଟରେ ସାଥି

ଜୀବନର ଚଲାପଥରେ


ଏକା ଏକା ଚାଲିଥିଲି ମୋ ଚଲା ବାଟରେ
ସାଥି  ମିଶିଗଲେ ଗୋଟି ଗୋଟି କରି ସାଥିରେ
କିଏ ରହିଲା ତ କିଏ ଗଲା
ଏକା ଥିଲି ମୁଁ ସମସ୍ତଙ୍କୁ ନେଇ ମନରେ।।

କଷ୍ଟ କହିବାକୁ ମିଳିଗଲେ ଅନେକ
କିନ୍ତୁ କଷ୍ଟ ଶୁଣିବାକୁ ନାହିଁ କେହି
କାନ୍ଦୁଥିବା ସାଥୀ କୁ ସ୍ମିତ ହସ ଦିଏ ଯିଏ
ତା ଲୁହ ପୋଚିବାକୁ ନାହିଁ କେହି।।

ଭାବିଦେଲେ ସବୁ ହୁଏ କଷ୍ଟ ବହୁତ୍
ନିଜକୁ ମାନେ ମୁଁ ବିଷ
ଭାଗ୍ୟ ରେ ନଥିଲା ଯାହାର ସାହାରା
ତାକୁ ଭଗବାନ ଦେଲେ ନିଜର କରି ନିରାଶ।।

ଆଉ ନାହିଁ ଆଶା ନା ନିରାଶା
ଏକା ଏବେ ମୁଁ ମୋ ବାଟରେ
ସାଥି ଲୋଡା ନାହିଁ ଶତ୍ରୁ ଲୋଡା ନାହି
ଏକା ଅଛି ଏକା  ରହିବି ବାଟରେ।।

-sonu #najotoofficial #najoto_odia
#My_language 
#DesertWalk
ଜୀବନର ଚଲାପଥରେ


ଏକା ଏକା ଚାଲିଥିଲି ମୋ ଚଲା ବାଟରେ
ସାଥି  ମିଶିଗଲେ ଗୋଟି ଗୋଟି କରି ସାଥିରେ
କିଏ ରହିଲା ତ କିଏ ଗଲା
ଏକା ଥିଲି ମୁଁ ସମସ୍ତଙ୍କୁ ନେଇ ମନରେ।।

କଷ୍ଟ କହିବାକୁ ମିଳିଗଲେ ଅନେକ
କିନ୍ତୁ କଷ୍ଟ ଶୁଣିବାକୁ ନାହିଁ କେହି
କାନ୍ଦୁଥିବା ସାଥୀ କୁ ସ୍ମିତ ହସ ଦିଏ ଯିଏ
ତା ଲୁହ ପୋଚିବାକୁ ନାହିଁ କେହି।।

ଭାବିଦେଲେ ସବୁ ହୁଏ କଷ୍ଟ ବହୁତ୍
ନିଜକୁ ମାନେ ମୁଁ ବିଷ
ଭାଗ୍ୟ ରେ ନଥିଲା ଯାହାର ସାହାରା
ତାକୁ ଭଗବାନ ଦେଲେ ନିଜର କରି ନିରାଶ।।

ଆଉ ନାହିଁ ଆଶା ନା ନିରାଶା
ଏକା ଏବେ ମୁଁ ମୋ ବାଟରେ
ସାଥି ଲୋଡା ନାହିଁ ଶତ୍ରୁ ଲୋଡା ନାହି
ଏକା ଅଛି ଏକା  ରହିବି ବାଟରେ।।

-sonu #najotoofficial #najoto_odia
#My_language 
#DesertWalk
sonudash7561

Sonu Dash

New Creator