Nojoto: Largest Storytelling Platform

ହଜାରେ ଭିଡ଼ରେ ଯେବେ ହସ ଲୋଡ଼ା ପଡ଼େ ସେବେ ଏକା ଏକା ଜିଇଁ ଯି

ହଜାରେ ଭିଡ଼ରେ ଯେବେ ହସ ଲୋଡ଼ା ପଡ଼େ
ସେବେ ଏକା ଏକା ଜିଇଁ ଯିବା ଭଲ
କିଏ ପରଖୁଛି ଏଠି ଲୁହର ମୂଲ
ଦୁଃଖ ତ ଏଠି ଦି ଓଳି
ବାକିତକ ପଚାସଡ଼ା ଖେତ..!!
© ଜଗନ୍ନାଥ ରାୟ ମୋ ଏକ ପ୍ରକାଶିତ କବିତା "ଏଠି" ରୁ କିଛି ଧାଡ଼ି .. 
#odiapoem #JagannathRay
ହଜାରେ ଭିଡ଼ରେ ଯେବେ ହସ ଲୋଡ଼ା ପଡ଼େ
ସେବେ ଏକା ଏକା ଜିଇଁ ଯିବା ଭଲ
କିଏ ପରଖୁଛି ଏଠି ଲୁହର ମୂଲ
ଦୁଃଖ ତ ଏଠି ଦି ଓଳି
ବାକିତକ ପଚାସଡ଼ା ଖେତ..!!
© ଜଗନ୍ନାଥ ରାୟ ମୋ ଏକ ପ୍ରକାଶିତ କବିତା "ଏଠି" ରୁ କିଛି ଧାଡ଼ି .. 
#odiapoem #JagannathRay