Nojoto: Largest Storytelling Platform

Silence || ନୀରବତା || ପାଟି ବନ୍ଦ ହେଉ ଆଖି ବନ୍ଦ ହେ

Silence 
|| ନୀରବତା  ||

ପାଟି ବନ୍ଦ ହେଉ 
ଆଖି ବନ୍ଦ ହେଉ 
ସହୃଦୟତାକୁ ଛୁଇଁ, 
ସେଇ ନୀରବତା 
ସରାଗେ ହୋଇବ 
ପ୍ରତି ହୃଦେ ପ୍ରୀତି ନଈ  । 
      ****

©ସୁଜିତ୍ କୁମାର ମିଶ୍ର #wod
Silence 
|| ନୀରବତା  ||

ପାଟି ବନ୍ଦ ହେଉ 
ଆଖି ବନ୍ଦ ହେଉ 
ସହୃଦୟତାକୁ ଛୁଇଁ, 
ସେଇ ନୀରବତା 
ସରାଗେ ହୋଇବ 
ପ୍ରତି ହୃଦେ ପ୍ରୀତି ନଈ  । 
      ****

©ସୁଜିତ୍ କୁମାର ମିଶ୍ର #wod