ବେଳେ ବେଳେ ଏ କଥା ମନରେ ଯାଏ ଊଂକି, କିଭଳି ଭାବେ ମୋ ଭାଗ୍ଯ ଏମିତି ଯାଇଛି ବାଂକି; ଭାବିଥିଲି ଗୋଟେ... କି ଯିବି ଏ ସପନେ ସେପଟେ, କିନ୍ତୁ ପାରିଲାନି ପାରି କେବେ ଫାଳେ ପାହୁଣ୍ଡ ବି ସେତଟେ; ମନରେ ଥିଲା ଯାହା ଏକ ବଡ ରହସ୍ଯ, ଲୁଚି ରହିଲା ନାହିଁ ମନରୁ... ଶ୍ରୁତିମଧୁରେ ହେଲା ସର୍ବତ୍ର ହାସ୍ୟ; ଯାହା ମନରେ ମୋର ପୂର୍ବେ କରି ଦେଇଥିଲା ଏକ ବଡ ଚାଞ୍ଚଲ୍ଯ, ତାହା ହୋଇଅଛି ଏବେ ସମସ୍ତଙ୍କର ମୁଖରେ ମୋର ହ୍ରୁଦ ତାଚ୍ଛଲ୍ୟ। Resentful griefs about past and how people offense In my Odiya language