Nojoto: Largest Storytelling Platform

White ସମସ୍ତେ କୁହନ୍ତି ଅପେକ୍ଷା ର ଫଳ ମିଠା ବୋଲି 😋...

White  ସମସ୍ତେ କୁହନ୍ତି ଅପେକ୍ଷା ର
ଫଳ ମିଠା ବୋଲି 😋....
ହେଲେ ମତେ ଆଜି 
ଯାଏଁ କାଇଁ ମିଳିନି 
ଭାବୁଛି🤔....
ଭଗବାନ ବୋଧେ ସମୟ ନେଇ
ମୋ ପାଇଁ ଜୁସ୍🍹 ‌ବନଉଛନ୍ତି
ଖରା ଜର୍ ହଉଛି ନା 🤭😂

©Baha Tudu
  #mango_tree ✨Baha Soren Tudu ✨
bahatudu1842

Baha 2udu

New Creator

#mango_tree ✨Baha Soren Tudu ✨ #Comedy

108 Views