Nojoto: Largest Storytelling Platform

ମିଛର ମଶାଲ ଜଳେ ସତର ସମାଧି ତଳେ, ନ୍ୟାୟର ଚଉଁରା ମୂଳେ ଭରସ

ମିଛର ମଶାଲ ଜଳେ
ସତର ସମାଧି ତଳେ,
ନ୍ୟାୟର ଚଉଁରା ମୂଳେ
ଭରସାର ଘର ଚଳେ।

©Pravat Kumar Bal
  #just

#just #Society

351 Views