Nojoto: Largest Storytelling Platform

ମୁଁ ଚୁପ୍ ରହେ, ରାତିରେ ଅନ୍ଧାରର ଗଭୀରତା ଯେବେ ମୋତେ ଗୋଟ

ମୁଁ ଚୁପ୍ ରହେ, 
ରାତିରେ ଅନ୍ଧାରର ଗଭୀରତା ଯେବେ
ମୋତେ ଗୋଟାପଣେ ଆବୋରି ନିଏ,
ସେତେବେଳେ ମୁଁ ଚୁପ୍ ରହେ ।
ଆଖି ର ପଲକ କୁ 
ଅନୁନୟ କରି କହେ ବନ୍ଦ ରହିବାକୁ 
ତଥାପି ନିଦ ଆସେ ନାହିଁ
ସେତେବେଳେ ବି ମୁଁ ଚୁପ୍ ରହେ । #ରାତି 
#yqbhaina 
#yqodia
ମୁଁ ଚୁପ୍ ରହେ, 
ରାତିରେ ଅନ୍ଧାରର ଗଭୀରତା ଯେବେ
ମୋତେ ଗୋଟାପଣେ ଆବୋରି ନିଏ,
ସେତେବେଳେ ମୁଁ ଚୁପ୍ ରହେ ।
ଆଖି ର ପଲକ କୁ 
ଅନୁନୟ କରି କହେ ବନ୍ଦ ରହିବାକୁ 
ତଥାପି ନିଦ ଆସେ ନାହିଁ
ସେତେବେଳେ ବି ମୁଁ ଚୁପ୍ ରହେ । #ରାତି 
#yqbhaina 
#yqodia