Nojoto: Largest Storytelling Platform

🎂

                          🎂

                         🎂 ମୋତେ ଆଜିକାଲି ଯ‌ଉ ନିଦ ଆସୁଛି, ଲାଗୁଛି ଯେମିତି ଦୁନିଆଁ ରେ ଯେତେ ଗାଁ ଅଛି.....ସବୁ ଗାଁ ର ଲୋକ ମାନଙ୍କ ପାଖରେ ମୋର କରଜ ଅଛି......ଧାର କରଜ ରେ ବୁଡ଼ି ରହିଲେ ନିଦ ଆସେନି ମୋତେ ତ ପୁରା ନିଦ ଘାଇଁ...ଘାଇଁ...ଘାଇଁ...କରି ଆସୁଛି 😜
କ'ଣ କରିବା ପି‌ଉଷା କହୁଥିଲେ
 "ବିନାଶ କାଳେ ବିପରୀତ ବୁଦ୍ଧି"🤣
ଯାହା କୁହ ଘୋର କଳିଯୁଗ.....😁😁😁

ଏ ହେଇଲୋ.....୧୨ଟା ବାଜିଲାଣି ଆଜି ପରା ମୋ ଦିଦି ଜନମ ଦିନ......ଟିକେ ଉଇସ୍ କରିଦବା.....ହୁସ୍ ହୁସ୍ କି ମଶା....ଉଃ...

ଫୁନ୍ 😜  କରିଦବା ଟିକେ....ଉଠେଇଲେ ଉଠେଇବ.... ନହେଲେ ସିଏ ଯେ ଗୀତ ଲଗେଇଥିବ 🤣ଟିକେ ଶୁଣିକି ଶୁଇଯିବା....ମୋ ଦିଦି ❣️ତ ଆଉ ରାତି ପାହିଲେ କହିଦେବି ପୁଣି 😊,, ଟିକେ ଲଗେଇବା ଦେଖି କି ଗୀତ ଲଗେଇଛି ଶୁଣିବା:-