Nojoto: Largest Storytelling Platform

ରାଗ ଅଭିମାନ ପ୍ରେମରେ ନଥିଲେ ପ୍ରେମ ଲାଗେନାହିଁ ମିଠା ପ୍ରେ

ରାଗ ଅଭିମାନ ପ୍ରେମରେ ନଥିଲେ
ପ୍ରେମ ଲାଗେନାହିଁ ମିଠା
ପ୍ରେମରେ କେବଳ ଜୁଆର ଆସେନା
ଆସେ ବେଳେ ବେଳେ ଭଟ୍ଟା,

ଋଷିଗଲେ ମୁଁ ଯେ ବୁଝାଇ ଦିଅ
ସେଥିପାଇଁ ମନେ ପ୍ରେମ ଜାଗେ
ଏଇତ ପ୍ରେମର ରାଗ ଅନୁରାଗ
ତୁମ ହସ ମୋତେ ଭଲଲାଗେ ।। #ପ୍ରେମରୁପଦେ  #YourQuoteAndMine
Collaborating with Rasmita Behera
ରାଗ ଅଭିମାନ ପ୍ରେମରେ ନଥିଲେ
ପ୍ରେମ ଲାଗେନାହିଁ ମିଠା
ପ୍ରେମରେ କେବଳ ଜୁଆର ଆସେନା
ଆସେ ବେଳେ ବେଳେ ଭଟ୍ଟା,

ଋଷିଗଲେ ମୁଁ ଯେ ବୁଝାଇ ଦିଅ
ସେଥିପାଇଁ ମନେ ପ୍ରେମ ଜାଗେ
ଏଇତ ପ୍ରେମର ରାଗ ଅନୁରାଗ
ତୁମ ହସ ମୋତେ ଭଲଲାଗେ ।। #ପ୍ରେମରୁପଦେ  #YourQuoteAndMine
Collaborating with Rasmita Behera