Nojoto: Largest Storytelling Platform

ଜୀବନ ରାସ୍ତାରେ ଚାଲୁଛି ମୁଁ ଏକା ବଞ୍ଚିବାକୁ ହେଲେ ଖାଉଛି

ଜୀବନ ରାସ୍ତାରେ ଚାଲୁଛି ମୁଁ ଏକା
ବଞ୍ଚିବାକୁ ହେଲେ ଖାଉଛି ଧୋକା
ରେ ସମୟ କେବେ କରିବୁନି ମୋତେ ଏକା
ତୋ ବିନା ଏ ଜୀବନ କେବେ ନ ଲାଗୁ ଫିକା ଫିକା

©Diptimayee Nayak
  #WalkInShadow #love #life  #Broken💔Heart

#WalkInShadow love life Broken💔Heart #ଶାୟାରି

72 Views