Nojoto: Largest Storytelling Platform

।।। ରୂପାନ୍ତରଣ ।।। ଯୌବନ ର ପ୍ରଥମ ପାହାଚ ରେ ଯେବେ ଶ୍

।।। ରୂପାନ୍ତରଣ ।।।


ଯୌବନ ର ପ୍ରଥମ ପାହାଚ ରେ ଯେବେ 
ଶ୍ରାବଣ ର ପ୍ରଥମ ବର୍ଷା ମିଶିଯାଏ,
ମନରେ ତୋଳେ ଏକ ନୂତନ ଶିହରଣ,
ନିଶ୍ୱାସ ରେ ବି ଭରିଯାଏ ତାତି ।
ଏମିତି ଲାଗିନଥିଲା କେବେ ,
ଏକଦା ଚପଳମତି ଥିବା ମନ,
ହଠାତ୍ ପାଲଟିଯାଏ ଶୀତଳ ଭଣ୍ଡାର ,
ସତେ ଅବା ତା ଭିତରେ,
ଅନେକ ଭାବନା, ଅନେକ ଅନୁଭୂତି 
ବରଫ ପରି ଜମାଟ ବାନ୍ଧିଛି ।
ଚାହିଁ ବି ସେ ଚାହିଁ ପାରେନାହିଁ,
ଖୋଲିବାକୁ ତାର ନୀରବ ଓଠ ।
ସାଇତି ରଖେ ସପନକୁ ତାର ଆଖି ପଲକରେ ।
ଆଗେ ସରାଗରେ ତୋଳିଥିବା ବାଲିଘର
ଆଉ ଲାଗେନା ଭଲ,
ହଠାତ୍ ପାଲଟିଯାଏ ସେ ସପନର ତାଜମହଲ ।
ପୁଣି ପ୍ରେମ ଗୀତ ସବୁ ଭଲ ଲାଗିବାକୁ ଲାଗେ,
ଆଉ, ବର୍ଷା ରେ ଭିଜିବାକୁ ବାହାନା ସେ ଖୋଜେ ।
ଧୀରେ ଧୀରେ ଆଇନା ପାଲଟିଯାଏ ସଖିଟିଏ,
ଏଇ ସବୁ ବୋଧ ହୁଏ ଇଙ୍ଗିତ ଦିଏ,
ରୁପାନ୍ତରଣର,
କଢି ରୁ ଫୁଲଟିଏ ହେବାର ।
ଚୁଲୁବୁଲି ବାଳିକାଟିଏ 
ଯୌବନ ରେ ପାଦ ଦେଇ,
ତରୁଣୀ ବୋଲାଇବାର । ।।। ରୂପାନ୍ତରଣ ।।।


ଯୌବନ ର ପ୍ରଥମ ପାହାଚ ରେ ଯେବେ 
ଶ୍ରାବଣ ର ପ୍ରଥମ ବର୍ଷା ମିଶିଯାଏ,
ମନରେ ତୋଳେ ଏକ ନୂତନ ଶିହରଣ,
ନିଶ୍ୱାସ ରେ ବି ଭରିଯାଏ ତାତି ।
ଏମିତି ଲାଗିନଥିଲା କେବେ ,
।।। ରୂପାନ୍ତରଣ ।।।


ଯୌବନ ର ପ୍ରଥମ ପାହାଚ ରେ ଯେବେ 
ଶ୍ରାବଣ ର ପ୍ରଥମ ବର୍ଷା ମିଶିଯାଏ,
ମନରେ ତୋଳେ ଏକ ନୂତନ ଶିହରଣ,
ନିଶ୍ୱାସ ରେ ବି ଭରିଯାଏ ତାତି ।
ଏମିତି ଲାଗିନଥିଲା କେବେ ,
ଏକଦା ଚପଳମତି ଥିବା ମନ,
ହଠାତ୍ ପାଲଟିଯାଏ ଶୀତଳ ଭଣ୍ଡାର ,
ସତେ ଅବା ତା ଭିତରେ,
ଅନେକ ଭାବନା, ଅନେକ ଅନୁଭୂତି 
ବରଫ ପରି ଜମାଟ ବାନ୍ଧିଛି ।
ଚାହିଁ ବି ସେ ଚାହିଁ ପାରେନାହିଁ,
ଖୋଲିବାକୁ ତାର ନୀରବ ଓଠ ।
ସାଇତି ରଖେ ସପନକୁ ତାର ଆଖି ପଲକରେ ।
ଆଗେ ସରାଗରେ ତୋଳିଥିବା ବାଲିଘର
ଆଉ ଲାଗେନା ଭଲ,
ହଠାତ୍ ପାଲଟିଯାଏ ସେ ସପନର ତାଜମହଲ ।
ପୁଣି ପ୍ରେମ ଗୀତ ସବୁ ଭଲ ଲାଗିବାକୁ ଲାଗେ,
ଆଉ, ବର୍ଷା ରେ ଭିଜିବାକୁ ବାହାନା ସେ ଖୋଜେ ।
ଧୀରେ ଧୀରେ ଆଇନା ପାଲଟିଯାଏ ସଖିଟିଏ,
ଏଇ ସବୁ ବୋଧ ହୁଏ ଇଙ୍ଗିତ ଦିଏ,
ରୁପାନ୍ତରଣର,
କଢି ରୁ ଫୁଲଟିଏ ହେବାର ।
ଚୁଲୁବୁଲି ବାଳିକାଟିଏ 
ଯୌବନ ରେ ପାଦ ଦେଇ,
ତରୁଣୀ ବୋଲାଇବାର । ।।। ରୂପାନ୍ତରଣ ।।।


ଯୌବନ ର ପ୍ରଥମ ପାହାଚ ରେ ଯେବେ 
ଶ୍ରାବଣ ର ପ୍ରଥମ ବର୍ଷା ମିଶିଯାଏ,
ମନରେ ତୋଳେ ଏକ ନୂତନ ଶିହରଣ,
ନିଶ୍ୱାସ ରେ ବି ଭରିଯାଏ ତାତି ।
ଏମିତି ଲାଗିନଥିଲା କେବେ ,