Nojoto: Largest Storytelling Platform

{ ଅନୁଶୀର୍ଷକ ରେ ଆପଣଙ୍କ ଅପେକ୍ଷାରେ } ପଛକୁ ଫେରିଦେଖ ହେ

 { ଅନୁଶୀର୍ଷକ ରେ ଆପଣଙ୍କ ଅପେକ୍ଷାରେ } ପଛକୁ ଫେରିଦେଖ
ହେ! ଶାନ୍ତିର ସାଥି
ଦେଖ ତୁମ ମଲା ଇତିହାସ ର
ଉଇଖିଆ କଣା, ଚିରା, ଫଟା
ରିକ୍ତ ରଣ ଭୂଇଁ
ଟଳି ପଡ଼ିଛନ୍ତି ସବୁ ମହାରଥୀ।।

ଆସ ଗାନ୍ଧୀ! ଆସ, ଆଉଥରେ ଆସ
 { ଅନୁଶୀର୍ଷକ ରେ ଆପଣଙ୍କ ଅପେକ୍ଷାରେ } ପଛକୁ ଫେରିଦେଖ
ହେ! ଶାନ୍ତିର ସାଥି
ଦେଖ ତୁମ ମଲା ଇତିହାସ ର
ଉଇଖିଆ କଣା, ଚିରା, ଫଟା
ରିକ୍ତ ରଣ ଭୂଇଁ
ଟଳି ପଡ଼ିଛନ୍ତି ସବୁ ମହାରଥୀ।।

ଆସ ଗାନ୍ଧୀ! ଆସ, ଆଉଥରେ ଆସ