ରାତିର ଅନ୍ଧାର ରେ ତୁମ ସ୍ମୃତି ଆହୁରି ଗାଢ଼ ହୋଇ ଯାଏ । ଟିକେ ମୋ ସ୍ୱପ୍ନ ରେ ତୁମେ ଓ ଟିକେ ତୁମ ସ୍ୱପ୍ନ ରେ ମୁଁ ଆସୁ ଆସୁ ଏ ରାତି ବି ପାହି ଯାଏ ।। #ରାତି #yqbaba #yqbhaina #yqodia #night