Nojoto: Largest Storytelling Platform

ନିଦ୍ରା 🥱 ଯେବେ ମୁଁ ଶୁଣିଲି ସକାଳ ର ସ୍ୱର

            ନିଦ୍ରା 🥱
ଯେବେ ମୁଁ ଶୁଣିଲି
ସକାଳ ର ସ୍ୱର
ରାତି ଆସି କହିଲା
ତା ଆଗୋଶ ରେ ଲୁଚିଯିବାକୁ
ଯେବେ ମୁଁ ଶୁଣିଲି 
କୋକିଳ ର ସ୍ଵନ
ଜହ୍ନ ହାତ ଠାରି କହିଲା
ତା ଜ୍ୟୋସ୍ନା ରେ ଥରେ ଭିଜିଯିବାକୁ
ଯେବେ ଆଲାର୍ମ ଘଡି କହିଲା
ଉଠ ସକାଳ ହେଲା
ଆଉ ଟିକେ ଶୋଇଯିବାକୁ
ବିଛଣା ମୋତେ କହିଲା,
ନଥିଲି ମୁଁ ମୋ ନିଜର ଆୟତେ
ଥିଲି ଯେ କେବଳ ନିଦ୍ରା ବାହୁ ଫାଶେ
ବିବେକ ର ଡାକ ଶୁଣା ଗଲା କାନେ
ଜାଗ୍ରତ ହୁଅ ନିଜ ଚେତା ଆଣ ମନେ।
କର୍ତ୍ତବ୍ୟ ର ପଥେ ହୁଅ ଅଗ୍ରସର
ପରିଶ୍ରମ ବଳେ ସ୍ବପ୍ନ ହୋଇବ ସାକାର।



 #yqodia #yqquotes #yqodiawriting #yqtales #lilywritting
            ନିଦ୍ରା 🥱
ଯେବେ ମୁଁ ଶୁଣିଲି
ସକାଳ ର ସ୍ୱର
ରାତି ଆସି କହିଲା
ତା ଆଗୋଶ ରେ ଲୁଚିଯିବାକୁ
ଯେବେ ମୁଁ ଶୁଣିଲି 
କୋକିଳ ର ସ୍ଵନ
ଜହ୍ନ ହାତ ଠାରି କହିଲା
ତା ଜ୍ୟୋସ୍ନା ରେ ଥରେ ଭିଜିଯିବାକୁ
ଯେବେ ଆଲାର୍ମ ଘଡି କହିଲା
ଉଠ ସକାଳ ହେଲା
ଆଉ ଟିକେ ଶୋଇଯିବାକୁ
ବିଛଣା ମୋତେ କହିଲା,
ନଥିଲି ମୁଁ ମୋ ନିଜର ଆୟତେ
ଥିଲି ଯେ କେବଳ ନିଦ୍ରା ବାହୁ ଫାଶେ
ବିବେକ ର ଡାକ ଶୁଣା ଗଲା କାନେ
ଜାଗ୍ରତ ହୁଅ ନିଜ ଚେତା ଆଣ ମନେ।
କର୍ତ୍ତବ୍ୟ ର ପଥେ ହୁଅ ଅଗ୍ରସର
ପରିଶ୍ରମ ବଳେ ସ୍ବପ୍ନ ହୋଇବ ସାକାର।



 #yqodia #yqquotes #yqodiawriting #yqtales #lilywritting
rrsahoo7966

R.R Sahoo

New Creator