Nojoto: Largest Storytelling Platform

ଥମିଯାଉ ସମୟର ଗତି ଗଢ଼ିଉଠୁ ପ୍ରେମର ନଗର ଭରିଯାଉ ସବୁମନ

ଥମିଯାଉ  ସମୟର  ଗତି
ଗଢ଼ିଉଠୁ  ପ୍ରେମର ନଗର
ଭରିଯାଉ ସବୁମନେ ଆଜି
ଶାନ୍ତି ଆଉ ପ୍ରୀତିର ସାଗର
ଜଳିଯାଉ ସ୍ୱାର୍ଥ-ଅହଙ୍କାର
ଧ୍ବଂସହେଉ କାମ-ବାସନାର
ହସିଉଠୁ ପ୍ରତ୍ୟେକଟି ପ୍ରାଣ
ଦୂରେଯାଉ ଆତ୍ମ-ଅଭିମାନ
ଲୀନହେଉ ଆତ୍ମାର ଧରଣୀ
ପ୍ରେମର ଊର୍ମିରେ ପ୍ରତିକ୍ଷଣ 
                     କ୍ରମଶଃ....

                    ଚିତ୍ତରଞ୍ଜନ

©ChittaranjanSahoo #Life #poem #odia
ଥମିଯାଉ  ସମୟର  ଗତି
ଗଢ଼ିଉଠୁ  ପ୍ରେମର ନଗର
ଭରିଯାଉ ସବୁମନେ ଆଜି
ଶାନ୍ତି ଆଉ ପ୍ରୀତିର ସାଗର
ଜଳିଯାଉ ସ୍ୱାର୍ଥ-ଅହଙ୍କାର
ଧ୍ବଂସହେଉ କାମ-ବାସନାର
ହସିଉଠୁ ପ୍ରତ୍ୟେକଟି ପ୍ରାଣ
ଦୂରେଯାଉ ଆତ୍ମ-ଅଭିମାନ
ଲୀନହେଉ ଆତ୍ମାର ଧରଣୀ
ପ୍ରେମର ଊର୍ମିରେ ପ୍ରତିକ୍ଷଣ 
                     କ୍ରମଶଃ....

                    ଚିତ୍ତରଞ୍ଜନ

©ChittaranjanSahoo #Life #poem #odia