Nojoto: Largest Storytelling Platform

ଶୈଶବ ବେଳେ ଉଡାଜାହାଜ ଚିହ୍ନଉ ଥିବା ଲୋକ ବାର୍ଦ୍ଧକ୍ୟ ରେ ଚ

ଶୈଶବ ବେଳେ ଉଡାଜାହାଜ ଚିହ୍ନଉ ଥିବା ଲୋକ
ବାର୍ଦ୍ଧକ୍ୟ ରେ ଚପଳ ଶୈଶବ କୁ ପଚାରେ 
:_-କ'ଣ ଏମିତି ଶବ୍ଦ କରୁଛି?
          ଏଇତ ଜୀବନ! ହଜିଲା #ପିଲାଦିନ 
ଖୋଜୁଛି ଏ #ମନ 
ବାହୁଡ଼ି ଆ ରେ #ଶୈଶବ 
ମୁଁ ତୋ ପାଇଁ #ବିଭୋର  #yqbhaina  #yqodia
ଶୈଶବ ବେଳେ ଉଡାଜାହାଜ ଚିହ୍ନଉ ଥିବା ଲୋକ
ବାର୍ଦ୍ଧକ୍ୟ ରେ ଚପଳ ଶୈଶବ କୁ ପଚାରେ 
:_-କ'ଣ ଏମିତି ଶବ୍ଦ କରୁଛି?
          ଏଇତ ଜୀବନ! ହଜିଲା #ପିଲାଦିନ 
ଖୋଜୁଛି ଏ #ମନ 
ବାହୁଡ଼ି ଆ ରେ #ଶୈଶବ 
ମୁଁ ତୋ ପାଇଁ #ବିଭୋର  #yqbhaina  #yqodia