White "ମିଛ ପ୍ରେମ" **************** ମନେ ପଡେ ଆଜି ସେ ପୁରୁଣା ଦିନ ଖେଳୁ ଥିଲେ ବାଲିଘର ତୁ ଥିଲୁ ମୋର ହୃଦୟ ର ରାଣୀ ମୁ ସାଜି ଥିଲି ତୋର ବର... ତୁ ଥିଲୁ ମୋ ଦୁନିଆ ମୁ ଥିଲି ତୋ ଦୁନିଆ ଏବେ କେମିତି ଦେଲୁ ପାସୋରି ଏଇ ହୃଦୟେ ଲଗାଇ ନିଆଁ.. ମିଛ ଥିଲା ତୋର ପ୍ରେମ ପ୍ରତିଶୃତି ମିଛ ଥିଲା ତୋର ପ୍ରେମ ମିଛରେ କାହିଁକି ସପନ ଦେଖେଇ ଭାଙ୍ଗିଦେଲୁ ଏଇ ମନ... କେମିତି କହିବି ସାଥି ସାକ୍ଷୀ ଥିଲା ଜହ୍ନ ରାତି ମୋ ହୃଦୟ କୁ ମାରିଦେଇ ଭୁଲି ଗଲୁ ଚୋରା ପ୍ରୀତି.. ************ ©SK #rainy_season sad shayari on life