Nojoto: Largest Storytelling Platform

(Feel the importance of small too) ନଗନ୍ୟ ତାରକା ପ୍

(Feel the importance of small too)

ନଗନ୍ୟ ତାରକା ପ୍ରକାଶ ଦେଲେ ବି ନିଶାର ଶଶାଙ୍କ ଲୁଚିବ କାହିଁ?
ଅଜସ୍ର ମହିମା ତାଆର ଥିଲେ ବି ଅଝଟ ମାନୁଷ ବୁଝିବ ନାହିଁ;
ଆଲୁଅ ପାଇ ରବିରୁ... ଜହ୍ନ ବୋଲାଏ ସଭିଙ୍କ ଅତି ଆପଣାର, 
କିନ୍ତୁ ଏ ତାରାମାନେ ନିଜ ଆଲୁଅ ଥାଇ ଅବା ସାନ୍ନିଧ୍ୟ ଲାଭ ପାଆନ୍ତି ନାହିଁ ମନର। Feel the importance of small too

Feel the importance of small too