Nojoto: Largest Storytelling Platform

ନିଜର କରିବା ନିଶା, ଆଜି ନିଜେ ହିଁ ମୋତେ ଛାଡୁଚି, ଯାହା ନି

ନିଜର କରିବା ନିଶା,
ଆଜି ନିଜେ ହିଁ ମୋତେ ଛାଡୁଚି,
ଯାହା ନିଶାଗ୍ରସ୍ତ ହୋଇ ଆଜି,
ମୁଁ ନିଜେ ନିଜକୁ ହାରିଚି,
ଉଦାର ହୃଦୟ ମୋର ଆଜି,
ହୃଦୟ💔ଫଟେଇ କାନ୍ଦୁଚି,
ଲହୁ ସଂଚାରୁଥିବା ହୃଦୟ ଆଜି,
ଲୁହର🥺ଧାର ରେ ଡୁବିଚି,
ସଭିଙ୍କୁ ନିଜର କରିବା ନିଶା ଆଜି,
ମୋ ପ୍ରାଣ ର ଶତ୍ରୁ ସାଜିଛି। #Love #Pain
ନିଜର କରିବା ନିଶା,
ଆଜି ନିଜେ ହିଁ ମୋତେ ଛାଡୁଚି,
ଯାହା ନିଶାଗ୍ରସ୍ତ ହୋଇ ଆଜି,
ମୁଁ ନିଜେ ନିଜକୁ ହାରିଚି,
ଉଦାର ହୃଦୟ ମୋର ଆଜି,
ହୃଦୟ💔ଫଟେଇ କାନ୍ଦୁଚି,
ଲହୁ ସଂଚାରୁଥିବା ହୃଦୟ ଆଜି,
ଲୁହର🥺ଧାର ରେ ଡୁବିଚି,
ସଭିଙ୍କୁ ନିଜର କରିବା ନିଶା ଆଜି,
ମୋ ପ୍ରାଣ ର ଶତ୍ରୁ ସାଜିଛି। #Love #Pain
jeetoodas4912

Jeetoo Das

New Creator