Nojoto: Largest Storytelling Platform

ତୁ ପାହାନ୍ତି ରାତିରେ ହସୁଥିବା ଦ୍ବିତୀୟା ଚାନ୍ଦ , ମୁଁ ଶେ

ତୁ ପାହାନ୍ତି ରାତିରେ ହସୁଥିବା ଦ୍ବିତୀୟା ଚାନ୍ଦ ,
ମୁଁ ଶେଷ ଫଗୁଣରେ ଗାଉଥାଏ ଚକୋରି ଛନ୍ଦ ।

#ନୀରବନାୟିକା

©Nirlipta
  #lovequote