Nojoto: Largest Storytelling Platform

କେବେ ସ୍ବପ୍ନ ଭାଙ୍ଗିଯାଏ ତ..!! କେବେ ରାତି ସରିଯାଏ.!! କେ

କେବେ ସ୍ବପ୍ନ ଭାଙ୍ଗିଯାଏ ତ..!!
କେବେ ରାତି ସରିଯାଏ.!!
କେବେ ଜୀବନ ଆଲୋକ ରେ ଆଲୋକିତ ହୁଏ ତ....!!
କେବେ ଅମାବାସ୍ୟା ଅନ୍ଧକାର କୁ ଠେଲି ଦିଏ..!!
କେବେ ବାଟ ଭୁଲି ଅବାଟକୁ ଚାଲିଯାଏ ତ
କେବେ  ପୁଣି ସଠିକ  ରାସ୍ତା ଦେଖାଏ...!!
କେବେ ପାଇବା ର ଆଶା ନେଇ ସର୍ବଶାନ୍ତ ହେଇ ଯାଏ ତ..!!
କେବେ ବିନାମୂଲ୍ୟ ରେ ସବୁକିଛି ପାଇଯାଏ..!!
କେବେ ଖୁସି ରେ ହଜାଏ ତ କେବେ ଲୁହ ରେ ଭିଯାଏ..!!
ପ୍ରତ୍ୟେକ ଟି ସମୟ ମୂଲ୍ୟବାନ ହୋଇଥାଏ
କିଛି ନା କିଛି ଶିକ୍ଷା ଦେଇ ଚାଲିଯାଏ..!!
ସବୁକିଛି ଭୁଲି ଆଗକୁ ବଢିବାକୁ ରାସ୍ତା ଦେଖାଏ..!!
ତ କେବେ ଅତୀତ ରେ ବଞ୍ଚି ସବୁକିଛି ଭାବି ବର୍ତମାନ କୁ ନଷ୍ଟ କରିଦିଏ..!!
ଜୀବନ ସୁଖ ଦୁଃଖ ର ସାଥି ଟିଏ...!!
🙏
ଏଠି ହାରିବା ଜିତିବା ଲାଗିରହିଥାଏ..!!
କେବେ ଆଶା ଦେଇ ନିରାଶା କରେ ତ କେବେ
କିଛି ନ କହି ସବୁମିଳିଯାଏ..!!
ଅସଫଳତା କୁ ଭୁଲି ନିଜ ଲକ୍ଷ୍ୟ କୁ ଆଗକୁ ନେଇ ଭବିଷ୍ୟତ ଗଢ଼ିବାର ସ୍ବପ୍ନ କୁ ସାକାର କର..
କିଏ ଜାଣେ ଆଜିର ସ୍ବପ୍ନ କାଲିର ସତ
ଆଶା ଅନେକ କିନ୍ତୁ ଚେଷ୍ଟା ସ୍ୱଳ୍ପ..
ଚେଷ୍ଟା ଅନେକ କରନ୍ତୁ ଆଶା ସମୟ କହିବ 🙏

©Rashmi #Trees  Pratyusha jenamani
କେବେ ସ୍ବପ୍ନ ଭାଙ୍ଗିଯାଏ ତ..!!
କେବେ ରାତି ସରିଯାଏ.!!
କେବେ ଜୀବନ ଆଲୋକ ରେ ଆଲୋକିତ ହୁଏ ତ....!!
କେବେ ଅମାବାସ୍ୟା ଅନ୍ଧକାର କୁ ଠେଲି ଦିଏ..!!
କେବେ ବାଟ ଭୁଲି ଅବାଟକୁ ଚାଲିଯାଏ ତ
କେବେ  ପୁଣି ସଠିକ  ରାସ୍ତା ଦେଖାଏ...!!
କେବେ ପାଇବା ର ଆଶା ନେଇ ସର୍ବଶାନ୍ତ ହେଇ ଯାଏ ତ..!!
କେବେ ବିନାମୂଲ୍ୟ ରେ ସବୁକିଛି ପାଇଯାଏ..!!
କେବେ ଖୁସି ରେ ହଜାଏ ତ କେବେ ଲୁହ ରେ ଭିଯାଏ..!!
ପ୍ରତ୍ୟେକ ଟି ସମୟ ମୂଲ୍ୟବାନ ହୋଇଥାଏ
କିଛି ନା କିଛି ଶିକ୍ଷା ଦେଇ ଚାଲିଯାଏ..!!
ସବୁକିଛି ଭୁଲି ଆଗକୁ ବଢିବାକୁ ରାସ୍ତା ଦେଖାଏ..!!
ତ କେବେ ଅତୀତ ରେ ବଞ୍ଚି ସବୁକିଛି ଭାବି ବର୍ତମାନ କୁ ନଷ୍ଟ କରିଦିଏ..!!
ଜୀବନ ସୁଖ ଦୁଃଖ ର ସାଥି ଟିଏ...!!
🙏
ଏଠି ହାରିବା ଜିତିବା ଲାଗିରହିଥାଏ..!!
କେବେ ଆଶା ଦେଇ ନିରାଶା କରେ ତ କେବେ
କିଛି ନ କହି ସବୁମିଳିଯାଏ..!!
ଅସଫଳତା କୁ ଭୁଲି ନିଜ ଲକ୍ଷ୍ୟ କୁ ଆଗକୁ ନେଇ ଭବିଷ୍ୟତ ଗଢ଼ିବାର ସ୍ବପ୍ନ କୁ ସାକାର କର..
କିଏ ଜାଣେ ଆଜିର ସ୍ବପ୍ନ କାଲିର ସତ
ଆଶା ଅନେକ କିନ୍ତୁ ଚେଷ୍ଟା ସ୍ୱଳ୍ପ..
ଚେଷ୍ଟା ଅନେକ କରନ୍ତୁ ଆଶା ସମୟ କହିବ 🙏

©Rashmi #Trees  Pratyusha jenamani
rashmiranjannaya1467

Rashmi

New Creator