Nojoto: Largest Storytelling Platform

ଆପଣ ବହୁତ ସୁନ୍ଦର... ହା ହା ...ୟେ ଆପଣ ଫାପଣ ଛାଡ । ତୁମ

ଆପଣ ବହୁତ ସୁନ୍ଦର...

ହା ହା ...ୟେ ଆପଣ ଫାପଣ ଛାଡ । ତୁମେ କୁହ ।  ଆପଣ ଠାରୁ ତୁମେ ଶୁଣିବାରେ ବେଶୀ ଆନନ୍ଦ । ଆଉ ସେମିତି ବି ତୁମେ ମତେ ଆପଣ ବୋଲି କାହିଁକି ଡାକୁଛ ଯେ , ମୁଁ ପରା ତୁମର ଅତି ନିଜର । 

ତୁମକୁ କଣ କଥାରେ ପାରି ହେବ 
କିନ୍ତୁ ସତରେ , ଏଇ ଆପଣରୁ ତୁମେ ଡାକିବା ପାଇଁ ଅନେକ ସାହସ ଜୁଟାଇବାକୁ ପଡିଛି । 
ଆଉ ଏହି ଭିତରେ , ମୁଁ  ତୁମ ପ୍ରେମରେ ପଡିଯାଇଛି । 

#ଆପଣ_ବନାମ_ତୁମେ
#ଅନୁଜଦାସ #lovenojoto
#nojotobbsr
#love