Nojoto: Largest Storytelling Platform

ହୃଦୟ ପଚାରୁଛି ଆଖିକୁ ମୁଁ କି ଦୋଷ କରିଥିଲି ଭଲ ପାଇବା ବଦ

ହୃଦୟ ପଚାରୁଛି ଆଖିକୁ ମୁଁ କି ଦୋଷ କରିଥିଲି 
ଭଲ ପାଇବା ବଦଳରେ ମୁଁ ନିଜେ ଭାଙ୍ଗି ଚୁରମାର୍ ହେଲି ।।
ଆଖି କୁହେ ଦୋଷ ନୁହେଁ ତୋର ସବୁ ଦୋଷ ତ ମୁଁ କରିଥିଲି 
ମୁଁ ନିଜେ ତାଙ୍କୁ ଦେଖିକି ତ ତତୋ ଭଲପାଇବାକୁ ସ୍ବୀକୃତି ଦେଲି ଥିଲି ।।  

 #yourfeelings 
#yqbhaina 
#yqodia 
#ହୃଦୟର_ପ୍ରଶ୍ନ 
#ଆଖିର_ଯନ୍ତ୍ରଣା
#ଉତ୍ତରଦାୟୀ
#ପ୍ରେମ_ପ୍ରତାରଣା