ହୃଦୟ ପଚାରୁଛି ଆଖିକୁ ମୁଁ କି ଦୋଷ କରିଥିଲି ଭଲ ପାଇବା ବଦଳରେ ମୁଁ ନିଜେ ଭାଙ୍ଗି ଚୁରମାର୍ ହେଲି ।। ଆଖି କୁହେ ଦୋଷ ନୁହେଁ ତୋର ସବୁ ଦୋଷ ତ ମୁଁ କରିଥିଲି ମୁଁ ନିଜେ ତାଙ୍କୁ ଦେଖିକି ତ ତତୋ ଭଲପାଇବାକୁ ସ୍ବୀକୃତି ଦେଲି ଥିଲି ।। #yourfeelings #yqbhaina #yqodia #ହୃଦୟର_ପ୍ରଶ୍ନ #ଆଖିର_ଯନ୍ତ୍ରଣା #ଉତ୍ତରଦାୟୀ #ପ୍ରେମ_ପ୍ରତାରଣା