Nojoto: Largest Storytelling Platform

ଚଷମା (ଦୁଇଟି ଅଣୁଗଳ୍ପ) (ଚଷମା) "ପ୍ରଥମ ଭାଗ

ଚଷମା

           (ଦୁଇଟି ଅଣୁଗଳ୍ପ) (ଚଷମା)
"ପ୍ରଥମ ଭାଗ"😔
~~~~~~~~~~~
ଧନରେ........
ଦୁଇ ଦିନ ହେଲା ମୁଁ କିଛି ଦେଖିପାରୁନି ଠିକ ରେ। ସବୁ ଜାଲୁ ଜାଲୁ ଦିଶୁଛି ଆଖିକୁ। ନାତି ଟୋକା ହାତରୁ ମୋ ଚଷମାଟା ପଡ଼ିକି ଭାଙ୍ଗିଯାଇଛି। ଆଜି ଗୋଟାଏ ଆଣିଦିଅନ୍ତୁନି ?

ହଁ ବୋଉ, ଅଫିସରେ ଆଜି ବହୁତ କାମ। ଫେରିଲାବେଳେ ଯଦି ମନେପଡ଼ ନିଶ୍ଚୟ ଆଣି ଦେବି।