Nojoto: Largest Storytelling Platform

ସିନ୍ଧୁ ସଭ୍ୟେ ଯା'ର ସଂସ୍କୃତି ସାଗର, ହିନ୍ଦୁ ଭବ୍ୟେ ତା'ର

ସିନ୍ଧୁ ସଭ୍ୟେ ଯା'ର ସଂସ୍କୃତି ସାଗର,
ହିନ୍ଦୁ ଭବ୍ୟେ ତା'ର ପରିଚୟ ସାର,
ଭାରତ ବର୍ଷ ଏ ଦେଶ ସର୍ବଶ୍ରେଷ୍ଠ।
ଅନେକ ଧର୍ମ ର ସବ୍ୟ ସମାହାର,
ଅଜସ୍ର ମର୍ମ ର ଭବ୍ୟ ଗନ୍ତାଘର,
ପୂରିତ ହର୍ଷ ରେ ମନ ସର୍ବୋକୃଷ୍ଟ।

ଜୟ ହିନ୍ଦ୍! #jayhind #india #hindu #odiawritings #independenceday #aug15 #inspiration  #cinemagraph