Nojoto: Largest Storytelling Platform

*...*...ଗୀତ...*...* ଗାରିମା

                       *...*...ଗୀତ...*...*
ଗାରିମା ଯାହାର ଉଜ୍ଜ୍ୱଳ ତାମସୀ, 
ଶବଦ ତା ଦିଏ କାନ ରେ ଆଉଁସି, ଆଙ୍କେ ହୃଦୟ ରେ ଚିହ୍ନ |          
      ଶୁଣିବାକୁ ତାକୁ ପ୍ରକୃତି ସମୀପେ ଇଚ୍ଛା କରୁଥାଏ ମନ |
ଭାଷା ରେ ତା'ର ତାଳ-ବାଦ୍ୟ ଗୁଣ,
ଆଖି ଖୋଜୁଥାଏ ବିଷୟ ବିହନ, ସଜ୍ଜିତ ଭାବ ରେ ତା' ତନ |
      ହୃଦୟ ରେ ବହେ ଶୃତି-ମଧୁରତା, ଶାନ୍ତି ଭବେ ପ୍ରାଣ ସ୍ପନ୍ଦନ |
ଗୀତ ରେ ହିଁ ପ୍ରେମ, ଭଜନ, କୀର୍ତ୍ତନ 
ହେଉଥାଏ ଲଭି ସମୟ ର ଜ୍ଞାନ, ଦତ୍ତ ଏ ବିଧି ର ବିଧାନ |
      ଲେଖକ ର କଳା କଣ୍ଠ ରେ ଶୋଭିତ ହୁଏ ଯେବେ ପ୍ରୀତି ସାଧନ | #song #yqodia #odiawritings #yqodiaquotes #writer #songwriter #heart #yqmusic