Nojoto: Largest Storytelling Platform

କେବେ ସେ ଉଛୁଳା ନଈ, କେବେ ଶାନ୍ତ ସମୁଦ୍ର। କେବେ ସେ ପକ୍ଷ

କେବେ ସେ ଉଛୁଳା ନଈ,
କେବେ ଶାନ୍ତ ସମୁଦ୍ର।
କେବେ ସେ ପକ୍ଷ ପ୍ରସ୍ତାରିତ ଖଗ,
ପୁଣି କେବେ ରୂପ ରେ ସେ ରୌଦ୍ର।।
କେବେ ସେ ସହଜ ସହନଶୀଳା,
କେବେ ସେ ପ୍ରକୃତି କନ୍ୟା।
କେବେ ସେ ଅଶହିଷ୍ଣୁ ଅମ୍ବୁଦ,
ପୁଣି କେବେ ରୁଦ୍ରାଣୀ ବନ୍ୟା।।
ସେ ପରା ନାରୀ,
ସେ ପରା ସ୍ତ୍ରୀ, ସଖି, ଜନନୀ।
ସେ ପରା ନାରୀ,
ପ୍ରତି ସ୍ଥିଥି ରେ ପରିହାସିତା ରମଣୀ।।

©BINOदिनी #girl #ନାରୀରଅନେକରୂପ
କେବେ ସେ ଉଛୁଳା ନଈ,
କେବେ ଶାନ୍ତ ସମୁଦ୍ର।
କେବେ ସେ ପକ୍ଷ ପ୍ରସ୍ତାରିତ ଖଗ,
ପୁଣି କେବେ ରୂପ ରେ ସେ ରୌଦ୍ର।।
କେବେ ସେ ସହଜ ସହନଶୀଳା,
କେବେ ସେ ପ୍ରକୃତି କନ୍ୟା।
କେବେ ସେ ଅଶହିଷ୍ଣୁ ଅମ୍ବୁଦ,
ପୁଣି କେବେ ରୁଦ୍ରାଣୀ ବନ୍ୟା।।
ସେ ପରା ନାରୀ,
ସେ ପରା ସ୍ତ୍ରୀ, ସଖି, ଜନନୀ।
ସେ ପରା ନାରୀ,
ପ୍ରତି ସ୍ଥିଥି ରେ ପରିହାସିତା ରମଣୀ।।

©BINOदिनी #girl #ନାରୀରଅନେକରୂପ