Nojoto: Largest Storytelling Platform

ଉଡ଼ିବି ସିନା ମୁଁ ଦୂର ଦିଗବଳୟେ ସାହସ ରେ ପକ୍ଷ ଜୋଖି , ଶୋ

ଉଡ଼ିବି ସିନା ମୁଁ ଦୂର ଦିଗବଳୟେ ସାହସ ରେ ପକ୍ଷ ଜୋଖି ,
ଶୋଇବି କିନ୍ତୁ ମା' ରାତିରେ ଲେଉଟି
ତୋ ବକ୍ଷ ରେ ମୁଣ୍ଡ ଜାକି।

©KAIBALYA NAYAK
  #GoldenHour ମାଆ #ମା #ଓଡ଼ିଆ #maa #Mother #motivatation #ଦେଶଭକ୍ତି
kaibalyanayak7968

KAIBALYA NAYAK

New Creator
streak icon10

#GoldenHour ମାଆ #ମା #ଓଡ଼ିଆ #maa #Mother #motivatation #ଦେଶଭକ୍ତି #ଶାୟାରି

117 Views