କାଲି ଯେ ଥିଲା ଆଜି ସେ ନାଇ ଆଜି ଯେ ଅଛି କାଲି ସେ ନଥିବ । ଆମେ ଯେତେଦିନ ଅଛେ ଦେଖୁଥିବା "କାଲି ଆଉ ଆଜି" ହେବା ଆମେ ନଥିଲେ ବି ଆଜି-କାଲି ହବ । #ଆଜିଓକାଲି #ଜୀବନ #ଓଡ଼ିଆମନକଥା #ଓଡ଼ିଆ #odiapoetry