Nojoto: Largest Storytelling Platform

ଯେମିତି ନଦୀ ଦେହରେ ଥାଏ ଶ୍ରାବଣ ଏକଥା ଜାଣିଥାଏ ଧୀବର।। ଯ

ଯେମିତି ନଦୀ ଦେହରେ
ଥାଏ ଶ୍ରାବଣ
ଏକଥା ଜାଣିଥାଏ ଧୀବର।।

ଯେମିତି ଫୁଲ ଦେହରେ
ଥାଏ ଫଗୁଣ
ଏକଥା ଜାଣିଥାଏ ଭ‌ଅଁର।।

ଯେମିତି ପଥର ଦେହରେ
ଥାଏ ଭଗବାନ
ଏକଥା ଜାଣିଥାଏ ମନ୍ଦିର।।

ଠିକ୍ ସେମିତି,

ଅଧରରୁ ଝରେ କବିତା
କାହାଣୀ ରେ ଝଟକେ ସବିତା
ଦିଦି ମୋର ଦିନେ ହୋଇବ
"ଜଗତ ଜିତା"
ନାଁ ତା'ର "ସ୍ୱାଗତିକା" ଜନ୍ମ ଦିନ ର ଅନେକ ଅନେକ ଶୁଭେଚ୍ଛା ଆଉ ଶୁଭକାମନା ଦିଦି 🙏🍫🌹🌹🌹🍫।।
ପ୍ରଭୁ ଜଗନ୍ନାଥ ତୁମର ଚଲାପଥ କୁସୁମିତ କରନ୍ତୁ 🙏🍫🍫🍫🌹।।
            ତୁମ ସହ ମୋର ଅନୁଭବ ନାହିଁ, ଅନୁଭୂତି ନାହିଁ ହେଲେ ପାଇଛି ଅନେକ କିଛି ସ୍ନେହ, ଅନେକ ଆଦର, ହୃଦୟ ଛୁଆଁ ସମ୍ବୋଧନ।।
          ଯେବେଠୁ ତୁମ ସଂସ୍ପର୍ଶରେ ଆସିଛି ନିଜକୁ କେବେ ଏକୁଟିଆ ମନେ କରିନି, ତୁମର ମିଠା ମିଠା କଥା ଖୁବ୍ ପ୍ରେରଣା ଏବଂ ଉତ୍ସାହ ଭରି ଦେଇଛି ମନରେ।।
               ତୁମ ସୁଲଳିତ କଣ୍ଠରେ କର୍ଣ୍ଣିକା ର ଛାପ କୁ ବର୍ଣ୍ଣନା କରିବାର ଅଦମ୍ୟ ଚିତ୍ତାକର୍ଷକ ଶୈଳୀ ହୃଦୟରେ ଅଦ୍ଭୁତ ଶିହରଣ ଖେଳାଇଦିଏ।।
            ଏ ଶୁଭ ଲଗନେ ଶୁଭ ଅବସରରେ ତୁମ ଲେଖନୀ ରୁ ଅନବରତ ସ୍ୟାହି ଝରି ଚାଲିଥାଉ।ତୁମ ଲେଖନୀ ଚିରସ୍ରୋତା ହେଉ 🙏 ଚିର ବନ୍ଦନୀୟା ହେଉ ଏତିକି ମା କଟକ ଚଣ୍ଡୀ ଙ୍କ ପାଖରେ ମିନତୀ କରୁଛି 🙏।।
             WISH YOU A TREMENDOUS HAPPY BIRTHDAY DIII ❣️❣️❣️❣️
     MAY GOD BLESS YOU.