Nojoto: Largest Storytelling Platform

{ ଅନୁଶୀର୍ଷକ ରେ ଆପଣଙ୍କ ଅପେକ୍ଷା ରେ ସମ୍ପୂର୍ଣ୍ଣ ପଢ଼ନ୍

 { ଅନୁଶୀର୍ଷକ ରେ ଆପଣଙ୍କ ଅପେକ୍ଷା ରେ ସମ୍ପୂର୍ଣ୍ଣ ପଢ଼ନ୍ତୁ } ମୁଁ, ସତ୍ୟର ସତ୍ୟତା
କୁ ପରଖି ପାରିନି,
ତ୍ରେତୟା ର ତ୍ରାହି ତ୍ରାହି
ଡାକ ଶୁଣିନି,
ଦ୍ୱାପର ର ଦ୍ୱନ୍ଦ୍ୱ ବିଷୟରେ
ଏବେ ବି ଅଜଣା,
କଳି ର କୁଳ ରୁ କାଳ ଯାଏଁ
ଅନେକ ଥର ହୋଇଛି ବାଟବଣା।।
 { ଅନୁଶୀର୍ଷକ ରେ ଆପଣଙ୍କ ଅପେକ୍ଷା ରେ ସମ୍ପୂର୍ଣ୍ଣ ପଢ଼ନ୍ତୁ } ମୁଁ, ସତ୍ୟର ସତ୍ୟତା
କୁ ପରଖି ପାରିନି,
ତ୍ରେତୟା ର ତ୍ରାହି ତ୍ରାହି
ଡାକ ଶୁଣିନି,
ଦ୍ୱାପର ର ଦ୍ୱନ୍ଦ୍ୱ ବିଷୟରେ
ଏବେ ବି ଅଜଣା,
କଳି ର କୁଳ ରୁ କାଳ ଯାଏଁ
ଅନେକ ଥର ହୋଇଛି ବାଟବଣା।।