Nojoto: Largest Storytelling Platform

ଆମେ ଭାବୁଛେ ଏ ଦୁନିଆରେ ଆମ ଠୁ ଦୁଃଖୀ କେହି ନୁହେଁ , ହେଲେ

ଆମେ ଭାବୁଛେ
ଏ ଦୁନିଆରେ ଆମ ଠୁ ଦୁଃଖୀ କେହି ନୁହେଁ ,
ହେଲେ ଯାହା ପାଖରେ ରହିବାକୁ ଘର 
ଆଉ ଦୁଇ ଓଳା ଖାଇବାକୁ ନାହିଁ 
ଆମେ କ'ଣ ତାଙ୍କ ଠୁ ସୁଖୀ ନୁହେଁ??

  #yqodia 
#yqbhainaa 
#ସୁଖ_ଓ_ଦୁଃଖ
ଆମେ ଭାବୁଛେ
ଏ ଦୁନିଆରେ ଆମ ଠୁ ଦୁଃଖୀ କେହି ନୁହେଁ ,
ହେଲେ ଯାହା ପାଖରେ ରହିବାକୁ ଘର 
ଆଉ ଦୁଇ ଓଳା ଖାଇବାକୁ ନାହିଁ 
ଆମେ କ'ଣ ତାଙ୍କ ଠୁ ସୁଖୀ ନୁହେଁ??

  #yqodia 
#yqbhainaa 
#ସୁଖ_ଓ_ଦୁଃଖ