Nojoto: Largest Storytelling Platform

କଲମ ଯେବେ ଖାଲି ହୋଇ ଯାଏ ଆକାଶ ଠାରୁ ନୀଳ ରଂଗ ଆଣି ତଥାପି

କଲମ ଯେବେ ଖାଲି ହୋଇ ଯାଏ
ଆକାଶ ଠାରୁ ନୀଳ ରଂଗ ଆଣି 
ତଥାପି ମୁଁ ଲେଖେ ।

ଦିସ୍ତା ଦିସ୍ତା କାଗଜ ଯେବେ ସରିଯାଏ 
ସମୁଦ୍ର ଠାରୁ ତା ବେଳାଭୂମି କୁ ଧାର ଆଣି
ତଥାପି ମୁଁ ଲେଖେ ।

ରାତିର ତିମିର ଯେବେ ବାଟ ଓଗାଳି ଠିଆ ହୁଏ 
ଜହ୍ନ ଠାରୁ ତାର ଜୋଛନା ଟିକେ ଆଣି 
ତଥାପି ମୁଁ ଲେଖେ ।

ଘଡି ଘଡି ବିତି ଯାଏ ଯେବେ 
ତୁମ କଥା ଭାବି ଭାବି 
ଦିନ ପରେ ଦିନ ବିତିଯାଏ ଯେବେ 
ତୁମ ବାଟ ଦେଖି ଦେଖି 
ସମୟ ଠାରୁ କିଛି ମୂହୁର୍ତ୍ତ ଚୋରେଇ ଆଣି 
କେବଳ ତୁମରି ପାଇଁ 
ତଥାପି ମୁଁ ଲେଖେ ।
 ପ୍ରିୟ ବନ୍ଧୁଗଣ , ଉପରୋକ୍ତ ପଦ ସହିତ collab କରନ୍ତୁ ।।

#ମୁଁକାହିଁକିଲେଖେ
#collab
#yqbhaina ##yqodiapoetry #munodia #yourquoteodia #odiapoetry

ସର୍ବୋତ୍ତମ କୃତି ଟି YQଭାଇନା ରେ ପ୍ରଦର୍ଶିତ ହେବ                   #YourQuoteAndMine
Collaborating with  YourQuote Bhaina
କଲମ ଯେବେ ଖାଲି ହୋଇ ଯାଏ
ଆକାଶ ଠାରୁ ନୀଳ ରଂଗ ଆଣି 
ତଥାପି ମୁଁ ଲେଖେ ।

ଦିସ୍ତା ଦିସ୍ତା କାଗଜ ଯେବେ ସରିଯାଏ 
ସମୁଦ୍ର ଠାରୁ ତା ବେଳାଭୂମି କୁ ଧାର ଆଣି
ତଥାପି ମୁଁ ଲେଖେ ।

ରାତିର ତିମିର ଯେବେ ବାଟ ଓଗାଳି ଠିଆ ହୁଏ 
ଜହ୍ନ ଠାରୁ ତାର ଜୋଛନା ଟିକେ ଆଣି 
ତଥାପି ମୁଁ ଲେଖେ ।

ଘଡି ଘଡି ବିତି ଯାଏ ଯେବେ 
ତୁମ କଥା ଭାବି ଭାବି 
ଦିନ ପରେ ଦିନ ବିତିଯାଏ ଯେବେ 
ତୁମ ବାଟ ଦେଖି ଦେଖି 
ସମୟ ଠାରୁ କିଛି ମୂହୁର୍ତ୍ତ ଚୋରେଇ ଆଣି 
କେବଳ ତୁମରି ପାଇଁ 
ତଥାପି ମୁଁ ଲେଖେ ।
 ପ୍ରିୟ ବନ୍ଧୁଗଣ , ଉପରୋକ୍ତ ପଦ ସହିତ collab କରନ୍ତୁ ।।

#ମୁଁକାହିଁକିଲେଖେ
#collab
#yqbhaina ##yqodiapoetry #munodia #yourquoteodia #odiapoetry

ସର୍ବୋତ୍ତମ କୃତି ଟି YQଭାଇନା ରେ ପ୍ରଦର୍ଶିତ ହେବ                   #YourQuoteAndMine
Collaborating with  YourQuote Bhaina