Nojoto: Largest Storytelling Platform

ମୋ କଲମ ପେଟର ଭୋକକୁ ବି ଖୁବ ସୁନ୍ଦର ଭାବେ ଲେଖିଦିଏ!! ନା

ମୋ କଲମ ପେଟର ଭୋକକୁ ବି ଖୁବ ସୁନ୍ଦର ଭାବେ ଲେଖିଦିଏ!!
ନା ଦେଖେ ପରିସ୍ଥିତି ତାର.....
ନା ଦେଖେ ଉପସ୍ଥିତି କାହାର.....
ଶବ୍ଦରେ ସଜେଇ ଯନ୍ତ୍ରଣା ସବୁକୁ ଖୁବ୍ ଉଚ୍ଚ ଦରରେ ବଜାରରେ ବିକିଦିଏ!! ଅଜବ ମଣିଷ ଆମେ ସତରେ, ସ୍ୱାର୍ଥର ଘୁଙ୍ଗୁର ପିନ୍ଧି ନାଚିବାରେ ଲାଗିଛେ। କିନ୍ତୁ........ ଜୀବନଟାକୁ ଗୋଟେ ଛୋଟିଆ କିନ୍ତୁରେ ଫସେଇଦେଇ ଛୋଟ ବଡ଼, ଧନୀ ଗରିବ, ଉଚ୍ଚ ନୀଚ, ଭିତରେ ଭିତରର ମଣିଷଟାକୁ ମାରିଦେଇଛେ।
.
.
.
କିଛି ଭୁଲ କହିଲି କି...??

#ଭୋକ #କଟାକ୍ଷ #କଲମ #ପରିସ୍ଥିତି #yobhaina #yqodia #munodia #pinta_quote