Nojoto: Largest Storytelling Platform

ପ୍ରଶ୍ନ - ଅନ୍ଧାର ଯଦି କାଳର ସାଥି । ଭଗବାନ କାହିଁକି ତାକୁ

ପ୍ରଶ୍ନ - ଅନ୍ଧାର ଯଦି କାଳର ସାଥି । ଭଗବାନ କାହିଁକି ତାକୁ ପ୍ରଦାନ କଲେ?

ଉତ୍ତର- ପ୍ରତ୍ୟେକ ଟି ଜିନିଷ ର ବିରୋଧ ବା ବିରୋଧୀ ଟିଏ ଦରକାର । ତେବେ ଯାଇ ଜୀବନ ସଫଳ ହେବ ।
ଅନ୍ଧାର ହେଉଛି ଆଲୋକ ର ପ୍ରତିପକ୍ଷ।ସନ୍ତୁଳନ ବା ଭାରସାମ୍ୟ ରକ୍ଷା କରିବା ନିମନ୍ତେ ପ୍ରତିପକ୍ଷର ଆବଶ୍ୟକତା ଥାଏ । ଅନ୍ଧାର ଓ ଆଲୋକ ବ୍ୟକ୍ତିଗତ ଭାବରେ ବିପରୀତ ଓ ଅସଂପୂର୍ଣ୍ଣ ମଧ୍ୟ କିନ୍ତୁ ଦୁହେଁ ଦୁହିଁଙ୍କୁ ସଂପନ୍ନ କରିଥାନ୍ତି,  ଯେମିତି କି ୟିନ-ୟାଙ୍ଗ । 
ଆଉ ରହିଲା କଥା ଭଗବାନଙ୍କ ଦେବା ର "ଭଗବାନ ଯାହା କରନ୍ତି  ପ୍ରାଣୀର ମଙ୍ଗଳ ପାଇଁ । Benu Gopal Mohanta  ଙ୍କ ପ୍ରଶ୍ନ ର ଉତ୍ତର ।ଆଶା କରେ ମନକୁ ପାଇବ ।🙏

#ନର୍ମଦା 
#ସମସ୍ୟାସମାଧାନ 
#ରଜମଉଜ୨ 
#yqbhaina