Nojoto: Largest Storytelling Platform

ମନରେ ମୋ ଅଙ୍କା ତୁମ ପ୍ରତିଛବି, ଆଖିରେ ବି ଛାପି ହୋଇଛି ।

ମନରେ ମୋ ଅଙ୍କା ତୁମ ପ୍ରତିଛବି,
ଆଖିରେ ବି ଛାପି ହୋଇଛି ।
ଆଇନାରେ ଯେବେ ମୁହଁ ମୁଁ ଦେଖୁଛି,
ମୋର ନୁହେଁ, ତୁମ ପ୍ରତିଛବି ଦିଶୁଛି ।।

କଲ କି କିମିଆଁ, ମୋ ସାରା ଦୁନିଆ,
ଆଜି ଓଲଟ ପାଲଟ ହୋଇଛି ।
ତୁମଠୁ ଆରମ୍ଭ ତୁମ ଠାରେ ଶେଷ,
ମନ ମୋ ଚେତାଇ ଦେଇଛି ।।

ହୃଦୟରେ ମୋର ଶୂନ୍ୟତା ଯେ ଥିଲା,
ତୁମେ ପୂର୍ଣ୍ଣ କରି ଦେଇଛ ।
ତୁମ ଜୀବନ କୁ ମୋ ଜୀବନ ସାଥେ,
ସବୁଦିନ ପାଇଁ ବାନ୍ଧି ଦେଇଛ ।। #BoostThyself #yqbaba #YQdidi #yourquote #YQBhaina #YQOdia #MunOdia #YoPoWriMo #Poem #poetry #pratichhabi #ପ୍ରତିଛବି #ପ୍ରେମ #ଆଖି #ଦୁନିଆ