Nojoto: Largest Storytelling Platform

ମନର ବେଦନା ସବୁ ଲୁହ ହୋଇ ବହିଯାଏ, ନା କାହାକୁ କହି ହୁଏ ଆ


ମନର ବେଦନା ସବୁ ଲୁହ ହୋଇ ବହିଯାଏ,
ନା କାହାକୁ କହି ହୁଏ ଆଉ ନା କି ସହି ହୁଏ।
ଲୁଚି ଲୁଚି କାନ୍ଦି ଦେଇ ପୁଣି ଖୁସି ହୋଇଯାଏ,
ଲୁହ ଲହୁ ବୁହାଇଲେ କିଏ ବା ତା' ମୂଲ୍ୟ ଦିଏ?
ଏମିତି ଏ ଦୁନିଆଟା କାହାକୁ ବା ଚିହ୍ନି ହୁଏ,
ଯାହାକୁ ନିଜର ଭାବ, ସେ ଅଧିକ କଷ୍ଟ ଦିଏ। #sad #odiawritings #yourquotebhaina

ମନର ବେଦନା ସବୁ ଲୁହ ହୋଇ ବହିଯାଏ,
ନା କାହାକୁ କହି ହୁଏ ଆଉ ନା କି ସହି ହୁଏ।
ଲୁଚି ଲୁଚି କାନ୍ଦି ଦେଇ ପୁଣି ଖୁସି ହୋଇଯାଏ,
ଲୁହ ଲହୁ ବୁହାଇଲେ କିଏ ବା ତା' ମୂଲ୍ୟ ଦିଏ?
ଏମିତି ଏ ଦୁନିଆଟା କାହାକୁ ବା ଚିହ୍ନି ହୁଏ,
ଯାହାକୁ ନିଜର ଭାବ, ସେ ଅଧିକ କଷ୍ଟ ଦିଏ। #sad #odiawritings #yourquotebhaina