Nojoto: Largest Storytelling Platform
alokranjan1775
  • 760Stories
  • 26Followers
  • 18Love
    12Views

K Bilasen

  • Popular
  • Latest
  • Video
0fc6446ca0fcd5509d8ccf675ed716b4

K Bilasen

Singing the music of Life
I'm Celebrating its Beauty;
With a note of Happiness,
I'm relishing its Grace.

Facing the onset of Growing up,
Bearing the pangs of Anxiety
In the darkness of Affliction,
I'm striding the path of Hope.

A bruised heart bereft of Love,
Burdened with mounds of Hurts,
That pines for a little Kindness;
I'm really feeling the magic of Pain.

Relentlessly flying like a Bird
Never tired Of looking at the Sky,
And determined never to Budge,
I'm scaling the heights of my Dreams...  Love

Love

0 Love

0fc6446ca0fcd5509d8ccf675ed716b4

K Bilasen

 ହୃଦୟ ଲଫାପାରେ 
ପ୍ରୀତିର କଲମରେ
ଲେଖି ଥିଲି ଏକ
ଚିଠି।

ପ୍ରଣୟର ଭାଷାରେ
ଆହ୍ଲାଦର ସୁରରେ 
ବୋଲୁଥିଲି ଗୋଟେ
ଗୀତ।

ସଭିଙ୍କ ଠିକଣାରେ ଖୁସିର 
ସନ୍ଦେଶ ଦେଉ ଦେଉ
ମିଳିଥିଲା ଉତ୍ତର, ଦିନେ
ଏକ ଫୁଲର।

କେତକୀର ଉପବନରେ
ଅନୁରାଗର ଦୀପ୍ତିରେ
ଶୋଭା ପାଉଥିଲା 
ଯେଉଁ ସୁମନ।

ମନର ଏ ସାଧା ଫର୍ଦ୍ଦରେ
ଆଙ୍କି ଦେଇଥିଲା ଯିଏ 
ଅକୁହା କଥାର
ଛବି ଟିଏ...  #cinemagraph

cinemagraph

0 Love

0fc6446ca0fcd5509d8ccf675ed716b4

K Bilasen

I know the language of Love 
Don't have the inkling 
what hatred is.

Loyalty is my ingrained Nature 
Don't have the idea what 
Treachery means .

I grok only the jargon of Love 
Can't recognise what
Hypocrisy is .

Affection is my greatest Trait
Never even budge to die for 
Whose fondness I find ! Blue

Blue

0 Love

0fc6446ca0fcd5509d8ccf675ed716b4

K Bilasen

ବହି ଯାଉଥିବା ଭାଗ୍ୟର ସ୍ରୋତରେ,
ଭାସମାନ ଅଟେ ପ୍ରାଣ ମୋର,
ଦୁଇ ଅପୁତ୍ରିକ ଦମ୍ପତିଙ୍କ କରୁଣାରେ
ସଂସାର ସାଗରୁ ପାଏ ଉଦ୍ଧାର।

ବିଷମତାରେ ଜର୍ଜରିତ ଏ ସମାଜରେ
ହୁଏ କେତେ ଲାଞ୍ଛନାର ଶୀକାର,
ସଂଘର୍ଷ କରଇ ଜୀବନ ରଣାଙ୍ଗନରେ
ପାଇବାକୁ ଶିକ୍ଷାର ଅଧିକାର।

ସଚ୍ଚୋଟତା ଓ ଗୁରୁଭକ୍ତିର ପରୀକ୍ଷାରେ
ପାଏ ଯେ ଅଭିଶାପର ଉପହାର,
ପରାକ୍ରମର ବିଶାଳ ପ୍ରତିଯୋଗିତାରେ
ପୀଡିତ ହୁଏ ପୁଣି ଉପହାସର।

କୁରୁ ନନ୍ଦନଙ୍କ ସ୍ବଚ୍ଛ ବନ୍ଧୁତ୍ବର ଭେଟିରେ
ନବକଳବର ହୁଏ ଅଙ୍ଗରାଜ କର୍ଣ୍ଣର,
ସୂତପୁତ୍ର ହୋଇ ଜନ୍ମିବା ଥାଏ ସିନା ଭାଲରେ,
ହେଲେ ସାମର୍ଥ୍ୟ ରଖେ ମୁଁ ପୌରୁଷର।

ସମର୍ପେ ନିଜକୁ ହସ୍ତିନାପୁରର ସେବାରେ,
ସୁଝିବାକୁ ଯେ ଋଣ ମିତ୍ରତାର,
କୁରୁକ୍ଷେତ୍ର ର ବିଶାଳ ଧରମ ଯୁଦ୍ଧରେ,
ବଳିଦାନ ଦୁଏ ନିଜ ଅସ୍ତିତ୍ଵର! ଅଙ୍ଗ ରଜ କର୍ଣ୍ଣ

ଅଙ୍ଗ ରଜ କର୍ଣ୍ଣ

0 Love

0fc6446ca0fcd5509d8ccf675ed716b4

K Bilasen

 It comes like a lightening,
Illuminates the whole terrain.

It brings such a spirit,
Drives the whole world insane.

It soothes our mind,
Absolves it from all the pain.

But we know it's momentary,
Leaves you as soon as you gain.

Oh! Dear Happiness, tell me Why?
There is always a fear of losing you again! Happiness

Happiness

0 Love

0fc6446ca0fcd5509d8ccf675ed716b4

K Bilasen

ରୂପେଲି ଯୋତ୍ସ୍ନାର 
କାୟାକୁ ଆମଣ୍ଡିତ କରି,
ସୁନୀଳ ବେଶେ ଆଭୂଷା 
ସୁନୟନା ରମଣୀ ଟିଏ 
ମନ ପକ୍ଷୀକୁ ଆକର୍ଷିତ
କରିଥିଲା ଦିନେ,

ସମ୍ମୋହିନି ଚକ୍ଷୁ ଦ୍ବୟ,
ଭିତରେ ତାର ବନ୍ଦୀହୋଇ
ରହିଥିଲେ ସତେ ଯେମିତ, 
ଭାବନା ଆଲୋକର
ଅପେକ୍ଷାରେ ଥିବା ଅନେକ
ଅକୁହା କାହାଣୀ ,

ଜହ୍ନ ରାଇଜେ ରୂପେଲି 
ମହଲର ଆକାଶେ 
ଜାଜ୍ଜ୍ଵଲ୍ୟମାନ ତାରକା ଭଳି ,
ହୃଦୟ ଦେହରେ ପ୍ରୀତିର 
ତୀର ଟିଏ ଆମଞ୍ଚିତ କରି
ଉଡି ବୁଲୁଥିଲା ପରୀ ଟିଏ... Hello Resties! ❤️ 

Collab on this #rzpictureprompt and add your thoughts to it! 😊 

Highlight and share this beautiful post so no one misses it!😍 

Don't forget to check out our pinned post🥳

Hello Resties! ❤️ Collab on this rzpictureprompt and add your thoughts to it! 😊 Highlight and share this beautiful post so no one misses it!😍 Don't forget to check out our pinned post🥳

0 Love

0fc6446ca0fcd5509d8ccf675ed716b4

K Bilasen

ବିଳାସ ବିଦଗ୍ଧ ସ୍ବପ୍ନର
ଅଟ୍ଟାଳିକାର ଛତ୍ରରେ
ଦେଖି ପାରୁ ନଥିଲି ମୁଁ
ଦୂର ଦିଗନ୍ତର ବିଭୀଷିକା ।
ଅମା ଅନ୍ଧକାରର ଚାଦର
ତଳେ ଆଲୋକ ପାଇଁ 
ସଂଘର୍ଷ କରୁ ଥିଲେ 
କେତେ ଯେ ନିରୀହ ଆତ୍ମା ।

ଆଶା ଆଶଙ୍କାର ଅଙ୍କାବଙ୍କା 
ରାସ୍ତାରେ ବାଟବଣା ହୋଇ
ଫେରି ଆସୁଥିବା ବେଳେ
ଭେଟ ହେଲା ଯେ ମୋର 
କର୍ତ୍ତବ୍ୟର ପ୍ରତିମୂର୍ତ୍ତି ସହ, 
ନିଛାଟିଆ ଏ ମନେ ଶୁଭିଲା 
ହୃଦୟତନ୍ତ୍ରୀର କରୁଣ ସ୍ଵର।

ପାହାଡ଼ର ଆର୍ତ୍ତ ଚିତ୍କାର ଶୁଣି
ଭାଜିଗଲା ନିଦ୍ରାର ବାଲିଘର,
ବିଦ୍ୟୁତ୍ ର ଦୃତ ସ୍ରୋତ ପରି 
ଆନ୍ଦୋଳିତ ହେଲା ଅନ୍ତର,
ଉଦ୍ୟମ ଓ ଅତ୍ମବିଶ୍ଵାସର ଶସ୍ତ୍ର 
ନେଇ ବାହାରିଲି ଯେ ମୁଁ ଦମନ 
କରିବାକୁ ତମସାର ପ୍ରକୋପ ! #ଦମନ    , YourQuote Bhaina #poem , #inspirationalquotes

#ଦମନ , YourQuote Bhaina poem , inspirationalquotes

0 Love

0fc6446ca0fcd5509d8ccf675ed716b4

K Bilasen

I cherish the good things 
and learn from the bad ones... Good morning. Start your day with #freshthoughts. #imatthatstageinlife #YourQuoteAndMine
Collaborating with YourQuote Baba

Good morning. Start your day with freshthoughts. imatthatstageinlife YourQuoteAndMine Collaborating with YourQuote Baba

0 Love

0fc6446ca0fcd5509d8ccf675ed716b4

K Bilasen

ଅନନ୍ୟା! ଅନନ୍ୟା

ଅନନ୍ୟା

0 Love

0fc6446ca0fcd5509d8ccf675ed716b4

K Bilasen

 ଜାହ୍ନବୀର ନିର୍ମଳ ଜଳ ପରି 
ପବିତ୍ର ଅଟେ ସେ ଅନନ୍ୟା,
ହୃଦୟ ଯାର ପୂର୍ଣ୍ଣ କରୁଣାରେ,

ସାଗରର ସ୍ୱଚ୍ଛ ଲହରୀ ପରି
ହରିନିଏ ଯେ ସଭିଙ୍କ ଦୁଃଖ 
ନିଜ ସ୍ମିତହାସ୍ୟର ସ୍ରୋତରେ।

ରାତିର ଘନ ଅନ୍ଧକାରରେ 
ପୂର୍ଣ୍ଣମୀର ଚନ୍ଦ୍ରମା ପରି
ଉଜ୍ବଳିତ ଯେ ସୌନ୍ଦର୍ଯ୍ୟରେ,

ସଭିଙ୍କୁ ଖୁସିର ଆଲୋକ
ଦେବା ପାଇଁ ଦୀପ ସମ ସେ
ଜଳୁଥାଏ ପ୍ରତି ମୁହୂର୍ତ୍ତରେ।

ତ୍ୟାଗର ଅଟଳ ପର୍ବତ ପରି
ଦଣ୍ଡାୟମାନ ଥାଏ ଯିଏ
ଦୁନିଆର ଏ ନିଶ୍ଚଳ ବୁକୁରେ,

ଉପବନର ଚାରୁ କୁସୁମ ସାଜି 
ବାଣ୍ଟୁଥାଏ ସଦା ନିଜ ଅନ୍ତର
ଦ୍ୟୁତି ସାରା ଜଗତରେ... Mitu Madam

Mitu Madam

0 Love

loader
Home
Explore
Events
Notification
Profile