Nojoto: Largest Storytelling Platform
kartikpanigrahi9087
  • 53Stories
  • 48Followers
  • 366Love
    0Views

Kartik Panigrahi

  • Popular
  • Latest
  • Video
19dd09c74290be9082239d42cabd99b5

Kartik Panigrahi

କାର୍ତ୍ତିକ ପାଣିଗ୍ରାହି #ସାଥି....

#ସାଥି....

19dd09c74290be9082239d42cabd99b5

Kartik Panigrahi

ପ୍ରତୀକ୍ଷା.....! 

ଜୀବନର 
ପ୍ରତିଟି କ୍ଷଣକୁ 
ତିଳ ତିଳ କରି 
କ୍ଷତାକ୍ତ କରିବାର 
ଅନ୍ୟ ନାମ ବୋଧେ 
ପ୍ରତୀକ୍ଷା....! 
ଭଲ ପାଇବାର । 
ପ୍ରଥମ ଅନୁଭୁତିକୁ 
ତିକ୍ତିତାରେ ଭରିବାର 
କ୍ଷମତାର ଅନ୍ୟ ନାମ ବୋଧେ 
ପ୍ରତୀକ୍ଷା 
ତଥାପି, 
ମୁଁ କରୁଥିଲି 
କରୁଛି 
ଓ କରୁଥୁବି 
ପ୍ରତୀକ୍ଷା...

କାର୍ତ୍ତିକ ପାଣିଗ୍ରାହି #SATHI....!!

#sathi....!!

19dd09c74290be9082239d42cabd99b5

Kartik Panigrahi

ସାଥି ...!!

କାଲି ରାତିରେ 
ଲେଖୁ ଲେଖୁ ଲେଖିଦେଲି 
ମୋ ମନର 
କିଛି କଥା
 କିଛି ବ୍ୟଥା 
ତୁମ ଟିପା ଖାତାରେ ,
ମନଟା ଖୁବ ହାଲକା ଲାଗିଲା
ଶୋଇ ପଡ଼ିଲି 
ଜାଣି ପାରିଲିନି 
କିଏ ମୋତେ କୋଳେଇନେଲା
 ତମେ ଅବା ନିଦ ,
ସକାଳେ ଦେଖିଲି 
ପୁରା ତକିଆ ଭିଜି ଯାଇଥିଲା...
ଆଉ
ବୁଝୁ ବୁଝୁ ବୁଝିଲି
ମୁଁ ସିନା ଶୋଇଗଲି 
କିନ୍ତୁ ରାତିସାରା
ତୁମ ଟିପାଖାତା 
କାନ୍ଦୁଥିଲା.....

କାର୍ତ୍ତିକ ପାଣିଗ୍ରାହି #ସାଥି...!!

#ସାଥି...!!

19dd09c74290be9082239d42cabd99b5

Kartik Panigrahi

ସାଥି...!!

ଯାଯାବର 
କାଲି ବି ଥିଲି
ଯାଯାବର 
ଆଜି ବି ଅଛି
କିନ୍ତୁ 
ଫରକ ଏତିକି
କାଲି 
କିଏ ନିଜର ଖୋଜୁଥିଲି
ଆଜି 
ନିଜକୁ ଖୋଜୁଛି...

କାର୍ତ୍ତିକ ପାଣିଗ୍ରାହି #ସାଥି...!!

#ସାଥି...!!

19dd09c74290be9082239d42cabd99b5

Kartik Panigrahi

ସାଥି...!!

ମୋତେ 
ତିଳ ତିଳ ଜାଳି
ମୋ ଆଲୋକରେ 
ଆଲୋକିତ ହୋଇ 
ମୋତେ 
ମୋ ଅନ୍ଧକାରରେ
ଛାଡି ଦେଇଥିବାରୁ 
.........

ଧନ୍ୟବାଦ ।

କାର୍ତ୍ତିକ ପାଣିଗ୍ରାହି #ସାଥି...!!

#ସାଥି...!!

19dd09c74290be9082239d42cabd99b5

Kartik Panigrahi

ସାଥି ...!!

ଅକ୍ଷରେ ଅକ୍ଷରେ
ଯେବେ 
ଅକ୍ଷରକୁ କରିପାର
ତୁମେ  ଅନୁଭବ ,
ଭାବରେ ଭାବରେ 
ତେବେ
ଭାଵ ଦେବା ପାଇଁ କିଆଁ 
ଭାବର ଅଭାବ ?

କାର୍ତ୍ତିକ ପାଣିଗ୍ରାହି #ସାଥି...!!

#ସାଥି...!!

19dd09c74290be9082239d42cabd99b5

Kartik Panigrahi

ସାଥି

ଆଜି ବହୁତ ଦିନ ପରେ 
ପୁଣି କିଛି କହିବି ଭାବିଛି
ଗତ 
କିଛିଦିନ 
ଭଲ ଥିଲା କି ମନ୍ଦଥିଲା 
ସେ ତ ପରର କଥା 
କିନ୍ତୁ କଥା ହେଲା 
ସେ କିଛି ଦିନ
ଏ କିଛିଦିନ ପରେ
 ଚାଲିଯିବ 
ସେତେବେଳେ  
ଏ କିଛିଦିନ 
କିଛିଦିନ ପାଇଁ 
ଏମିତି ମନେପଡିବ ଯେ
ମନେ ହେବ ସତରେ 
ସେ କିଛିଦିନ 
କିଛିଦିନ ପାଈଁ 
ପୁଣିଥରେ ଫେରନ୍ତାନି...
କିନ୍ତୁ ସତ କଥା ହେଲା
ସେ କିଛିଦିନ
ଆଉ କୋଉଦିନ 
ଫେରିବନି......

କାର୍ତ୍ତିକ ପାଣିଗ୍ରାହି #ସାଥି...!!

#ସାଥି...!!

19dd09c74290be9082239d42cabd99b5

Kartik Panigrahi

ସାଥି...!!

ଢଳ ଢଳ ସେହି 
ସରସୀ ଜଳରେ 
ତୁମକୁ ଦେଖିଲି ବୋଲି
ଛଳ ଛଳ ତୁମ 
ଛଳନାରେ ଦେଖ
 ନିଜକୁ ହିଁ ଭୁଲି ଗଲି...

କାର୍ତ୍ତିକ ପାଣିଗ୍ରାହି #ସାଥି...!!

#ସାଥି...!!

19dd09c74290be9082239d42cabd99b5

Kartik Panigrahi

ସାଥି...

ଜିଇଁବାର ଇଛା 
ସମସ୍ତଙ୍କ ଭିତରେ ପ୍ରବଳ ଥାଏ 
କିନ୍ତୁ 
ସମସ୍ତେ 
   ଜିଇଁ ପାରନ୍ତିନି......
ମରିବାକୁ 
କାହାର ବି 
ଇଛା ନଥାଏ
କିନ୍ତୁ 
   ସମସ୍ତେ ମରନ୍ତି.....

କାର୍ତ୍ତିକ ପାଣିଗ୍ରାହି #ସାଥି...!!

#ସାଥି...!!

19dd09c74290be9082239d42cabd99b5

Kartik Panigrahi

ସାଥି...!!

ଅନା ବନା ମୋର 
କବିତା ଭିତରେ
ତୁମେ ଥିଲ ତୁମେ ଅଛ
ମୋତେ ତମେ ଭୁଲି 
ଯାଇଥବା କଥା
  ତୁମ ପରି ପୁରା ମିଛ...
ତୁମ ଭାବନାରେ 
ମୁଁ ଅଛି କି ନା 
ତୁମେ ଏକା ଜାଣିଥିବ
ମୋ ଭାବନାରେ 
ତୁମର ଅସ୍ତିତ୍ବ
ମୁଁ 
ଗଲାପରେ 
    ତୁମେ ଜାଣିବ ....

କାର୍ତ୍ତିକ ପାଣିଗ୍ରାହି #SATHI...!!

#sathi...!!

loader
Home
Explore
Events
Notification
Profile