Nojoto: Largest Storytelling Platform
diptilekhamishra7129
  • 95Stories
  • 93Followers
  • 857Love
    64.5KViews

Diptilekha Mishra

I like to write and love books.

  • Popular
  • Latest
  • Video
2714c5ec7cf94e3bb1d49b4072c28569

Diptilekha Mishra

2714c5ec7cf94e3bb1d49b4072c28569

Diptilekha Mishra

jivan
2714c5ec7cf94e3bb1d49b4072c28569

Diptilekha Mishra

ମଣିଷ ଭିତରେ ମାନବପଣିଆ
ଯାଏ ଆଜି ଲୁଚିଛପି 
ପଶୁ ଅନ୍ତରରେ ରହିଲାଣି ଏବେ  ଦୟାମାୟା ମାପିଚୁପି॥

©Diptilekha Mishra free girl

#freebird

free girl #freebird

2714c5ec7cf94e3bb1d49b4072c28569

Diptilekha Mishra

ଅନ୍ଧକାର ଭିତରେ ଅନ୍ଧାରକୁ ଖୋଜୁଛି ମୁଁ ନିତି ନିତି
ଜୀବନ ରାସ୍ତାରେ ଦୁଃଖ ପାହାଡଟି ହେବ ଭାବି ଇତି॥

©Diptilekha Mishra alone

#allalone

alone #allalone

2714c5ec7cf94e3bb1d49b4072c28569

Diptilekha Mishra

#ସଚେତନତା

#ସଚେତନତା #nojotovideo

2714c5ec7cf94e3bb1d49b4072c28569

Diptilekha Mishra

ଖାଇବା ଶୋଇବା ରେ ସଂଯମ କର
ସ୍ବାସ୍ଥ୍ୟ ପାଇଁ ନୂଆ କଥା ଚିନ୍ତା କର ॥
DLm #dipti
2714c5ec7cf94e3bb1d49b4072c28569

Diptilekha Mishra

ଚଞ୍ଚଳ ଅଟଇ ଆମର ମନ
ସ୍ବାସ୍ଥ୍ୟ ଦାୟୀତ୍ବ ଅଟେ ବଡଧନ ॥
dlm #dlm
2714c5ec7cf94e3bb1d49b4072c28569

Diptilekha Mishra

ସ୍ବାସ୍ଥ୍ୟ ହିଁ ସଂପଦ ବୁଝିବ ଯିଏ
ସଂସାରରେ ଏକା ଜିଣିବ ସିଏ ॥
DLM

2714c5ec7cf94e3bb1d49b4072c28569

Diptilekha Mishra

ସକାଳ ସଞ୍ଜରେ କରିଲେ ଯୋଗ
ବିୟୋଗ ହେବ ସବୁ ପ୍ରକାର ରୋଗ ॥
DLM #dipti
2714c5ec7cf94e3bb1d49b4072c28569

Diptilekha Mishra

ବିନ୍ଦୁ ବିନ୍ଦୁ ମିଶି ହୁଏ ସାଗର
ସେମିତି ଗଢା ଆମ ଶରୀର ॥
DLM
. #dipti
loader
Home
Explore
Events
Notification
Profile